ETV Bharat / state

ଯୋଜନା ସମନ୍ବୟ ମନିଟରିଂ କମିଟିର ବୈଠକ

author img

By

Published : Jan 23, 2020, 5:25 PM IST

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯୋଜନା ସମନ୍ବୟ ମନିଟରିଂ କମିଟିର ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

meet
ସମ୍ବଲପୁରରେ ଯୋଜନା ସମନ୍ବୟ ମନିଟରିଂ ବୈଠକ ଅନୁଷ୍ଠିତ

ସମ୍ବଲପୁର: ଡିଆରଡିଏ କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମ୍ବଲପୁର ଯୋଜନା ସମନ୍ବୟ ମନିଟରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି ।

ବୈଠକରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ପିଡ଼ି ସୁକାନ୍ତ ତ୍ରିପାଠୀ, ସହ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ, ଦିଶା ପ୍ରତିନିଧି, ସରପଞ୍ଚ ଓ ଏନଜିଓ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହାସହ ଏଠାରେ ଜିଲ୍ଲା ପ୍ରଶାସନର 21ଟି ବିଭାଗର ଅଧିକାରୀ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ଏଠାରେ ସୂଚନା ଦେଇଥିଲେ।

ଏହି ବୈଠକରେ ସମ୍ବଲପୁର ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 2 ଲକ୍ଷ 26 ହଜାର 592 ରାସନ କାର୍ଡ ବିତରଣ ହୋଇଥିବା ଜଣାପଡିଛି । ତେବେ ଜିଲ୍ଲାରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର 71.60 ପ୍ରତିଶତ ହାସଲ ହୋଇଥିବା ଜଣାପଡିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଡିଆରଡିଏ କାର୍ଯ୍ୟଳୟ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମ୍ବଲପୁର ଯୋଜନା ସମନ୍ମୟ ମନିଟରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି।

Body:ଏହି ବୈଠକରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ,ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ,ପିଡ଼ି ସୁକାନ୍ତ ତ୍ରିପାଠୀ, ସହ ଜିଲ୍ଲା ପ୍ରଶାସନ ର ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ,, ଦିଶା ପ୍ରତିନିଧି, ସରପଞ୍ଚ ଓ ଏନଜିଓ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଅୟୁସମାନ ଭାରତ ଯୋଜନ କାର୍ଯ୍ୟକାରୀ କରିବା ପାଇଁ ଏହି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହାସହ ଏଠାରେ ଜିଲ୍ଲା ପ୍ରଶାସନର ର 21 ଟି ବିଭାଗର ଅଧିକାରୀ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ଏଠାରେ ସୂଚନା ଦେଇଥିଲେ।

Conclusion:ଏହି ବୈଠକରର ସମ୍ବଲପୁର ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 2 ଲକ୍ଷ 26 ହଜାର 592 ରାସନ କାର୍ଡ ବିତରଣ ହୋଇଥିବା ଜଣାପଡିଛି।ତେବେ ଜିଲ୍ଲାରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଧାର୍ଯ୍ୟ ଲକ୍ଷ ର ମାତ୍ର 71.60 ପ୍ରତିଶତ ହାସଲ ହୋଇଥିବା ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.