ETV Bharat / state

ସମ୍ବଲପୁରରେ ନୂଆଁଖାଇ ପାଇଁ ହେବନି ସପ୍ତାହନ୍ତ ସଟଡାଉନ - ସମ୍ବଲପୁରରେ ନୂଆଁଖାଇ

ଚଳିତ ମାସ ଅଗଷ୍ଟ 15, 22 ଓ 23 ତାରିଖରେ ପଡୁଥିବା ସପ୍ତାହନ୍ତ ସଟଡାଉନକୁ ସମ୍ବଲପୁର ଜିଲ୍ଲାପାଳ ରଦ୍ଦ କରିଛନ୍ତି । ଏନେଇ ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଅଧିକ ଖବର ପଢନ୍ତୁ...

ସମ୍ବଲପୁରରେ ନୂଆଁଖାଇ ପାଇଁ ହେବନି ସପ୍ତାହନ୍ତ ସଟଡାଉନ

author img

By

Published : Aug 11, 2020, 9:04 PM IST

ସମ୍ବଲପୁର: ଚଳିତ ମାସ ଅଗଷ୍ଟ 15, 22 ଓ 23 ତାରିଖରେ ପଡୁଥିବା ସପ୍ତାହନ୍ତ ସଟଡାଉନକୁ ସମ୍ବଲପୁର ଜିଲ୍ଲାପାଳ ରଦ୍ଦ କରିଛନ୍ତି। ଏନେଇ ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପୂର୍ବରୁ ସମ୍ବଲପୁର ଜିଲ୍ଲାରେ କୋରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରିଥିଲେ ।

ସମ୍ବଲପୁରରେ ନୂଆଁଖାଇ ପାଇଁ ହେବନି ସପ୍ତାହନ୍ତ ସଟଡାଉନ
ସମ୍ବଲପୁରରେ ନୂଆଁଖାଇ ପାଇଁ ହେବନି ସପ୍ତାହନ୍ତ ସଟଡାଉନ

ତେବେ ଆସନ୍ତା 22 ଓ 23 ତାରିଖରେ ଗଣେଶ ପୂଜା ଓ ନୂଆଁଖାଇ ପଡ଼ୁଥିବାରୁ ଏହି ସଟଡାଉନକୁ ରଦ୍ଦ କରିବାକୁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଅଗଷ୍ଟ 15,22 ଓ 23 ତାରିଖରେ ଥିବା ସଟଡାଉନକୁ ରଦ୍ଦ କରାଯାଇଥିବାର ସୂଚନା ଦିଆଯାଇଛି।

ଏହା ବଦଳରେ ଚଳିତ ମାସ 16 ଓ 17 ରେ ଏହି ସଟଡାଉନ ହେବ ବୋଲି କୁହାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.