ETV Bharat / state

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପରିବା ବିକାଳୀଙ୍କ 2 ହଜାର ଟଙ୍କା ଦାନ - ପରିବା ବିକାଳୀଙ୍କ କୋରୋନା ପାଇଁ ଦାନ

ମହାମାରୀ କୋରୋନାକୁ ନିଅନ୍ତ୍ରଣ କରିବା ପାଇଁ ଏବେ ସାରା ଦେଶରେ ଜାରି ରହିଛି ଲକଡାଉନ । ଏନେଇ ଅନେକ ଲୋକ ଏପରି ବି ଅଛନ୍ତି ଯେଉଁମାନେ ନିଜ ସାମର୍ଥ୍ୟ ଅନୁଯାୟୀ ଲୋକଙ୍କୁ ସାହାଯ୍ୟ କରିବା ସହ ସରକାରଙ୍କ ପାଣ୍ଠିକୁ ଦାନ କରୁଛନ୍ତି ଅର୍ଥ । ଆଉ ଏହି ପରିପ୍ରେକ୍ଷୀରେ ନିଜ ପରିଶ୍ରମର ରୋଜଗାର ସହ ଆଗେଇ ଆସିଛନ୍ତି ସମ୍ବଲପୁରର ଜଣେ ପରିବା ବିକାଳୀ ।

cm relief fund, sambalpur latest news, vegetable vendor's donation for corona fight, vegetable vendor in sambalpur donates for corona, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, ପରିବା ବିକାଳୀଙ୍କ କୋରୋନା ପାଇଁ ଦାନ, ସମ୍ବଲପୁରରେ ପରିବା ବିକାଳୀଙ୍କ ଅର୍ଥ ଦାନ
ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପରିବା ବିକାଳୀଙ୍କ 2 ହଜାର ଟଙ୍କା ଦାନ
author img

By

Published : Apr 28, 2020, 7:42 PM IST

ସମ୍ବଲପୁର: ମହାମାରୀ କୋରୋନାକୁ ନିଅନ୍ତ୍ରଣ କରିବା ପାଇଁ ଏବେ ସାରା ଦେଶରେ ଜାରି ରହିଛି ଲକଡାଉନ । ଏଭଳି ପରିସ୍ଥିତିରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସରକାର କୋରୋନା ମୁକାବିଲା ପାଇଁ ଲୋକଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି । ଏନେଇ ଅନେକ ଲୋକ ଏପରି ବି ଅଛନ୍ତି ଯେଉଁମାନେ ନିଜ ସାମର୍ଥ୍ୟ ଅନୁଯାୟୀ ଲୋକଙ୍କୁ ସାହାଯ୍ୟ କରିବା ସହ ସରକାରଙ୍କ ପାଣ୍ଠିକୁ ଦାନ କରୁଛନ୍ତି ଅର୍ଥ । ଆଉ ଏହି ପରିପ୍ରେକ୍ଷୀରେ ନିଜ ପରିଶ୍ରମର ରୋଜଗାର ସହ ଆଗେଇ ଆସିଛନ୍ତି ସମ୍ବଲପୁରର ଜଣେ ପରିବା ବିକାଳୀ ।

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପରିବା ବିକାଳୀଙ୍କ 2 ହଜାର ଟଙ୍କା ଦାନ

ଏ ହେଉଛନ୍ତି ସମ୍ବଲପୁର ଖଣ୍ଡୁଆଳର ସୁଭ ନାରାୟଣ ଦାସ । ଯିଏ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 2 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରି ନିଜର ମାନବିକତାର ପରିଚୟ ଦେଇଛନ୍ତି। ଛୋଟ ବ୍ୟବସାୟରେ ଅଳ୍ପ ରୋଜଗାର ସତ୍ତ୍ବେ ସେ ନିଜ ଜମା ପୁଞ୍ଜିରୁ କିଛି ଅର୍ଥ ଦାନ କରିଛନ୍ତି । ମଙ୍ଗଳବାର ସେ ନିଜେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରେଡକ୍ରସ ସୋସାଇଟି ମାଧ୍ୟମରେ ୨ହଜାର ଟଙ୍କା ଦାନ କରି ସମାଜ ପାଇଁ ଲକଡାଉନ ପରିସ୍ଥିତିରେ କିଭଳି ଭଲ କାମ କରାଯାଇପାରେ ସେନେଇ ଉଦାହରଣ ସୄଷ୍ଟି କରିପାରିଛନ୍ତି ।

ସମ୍ବଲପୁରରୁ ବାହଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.