ETV Bharat / state

ସିଣ୍ଡିକେଟ ବ୍ୟାଙ୍କ ଠକେଇ ଘଟଣା, 2 ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉଠାଇନେଲା ଇଓଡବ୍ଲୁ

ବୁର୍ଲା ସିଣ୍ଡିକେଟ ବ୍ୟାଙ୍କ ଠକେଇ ଘଟଣା । ଭୁବନେଶ୍ବରର ଅର୍ଥନୈତିକ ଅପରାଧ ଶାଖା ଏକ ସ୍ବତନ୍ତ୍ର ଟିମ ଆସି ବୁର୍ଲାରୁ 2 ଜଣ ସିଣ୍ଡିକେଟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉଠେଇ ନେଇଛି ।

author img

By

Published : Nov 20, 2019, 7:07 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ସିଣ୍ଡିକେଟ ବ୍ୟାଙ୍କ ଠକେଇ ଘଟଣାରେ 2 ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉଠେଇନେଲା ଇଓଡବ୍ଲୁ । ଭୁବନେଶ୍ବରର ଅର୍ଥନୈତିକ ଅପରାଧ ଶାଖା ଏକ ସ୍ବତନ୍ତ୍ର ଟିମ ଆସି ବୁର୍ଲାରୁ 2 ଜଣ ସିଣ୍ଡିକେଟ ବ୍ୟାଙ୍କର ପୂବତନ କର୍ମଚାରୀଙ୍କୁ ଉଠେଇ ନେଇଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ଜିଲ୍ଲା ବୁର୍ଲା ସିଣ୍ଡିକେଟ ବ୍ୟାଙ୍କରେ ଠକେଇ ଘଟଣାର ଅଭିଯୋଗରେ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ସୁବାସ ଚନ୍ଦ୍ର ଦାସ ଓ ଆସିଷ୍ଟାଣ୍ଟ ବ୍ରାଞ୍ଚ ମ୍ୟାନେଜର ମରିଆନସ ଲାକ୍ରାଙ୍କୁ ଇଓଡବ୍ଲୁ ଉଠେଇ ନେଇଛି। ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟ ସରକାରଙ୍କ କୃଷି ଋଣ ସ୍କିମ 196 ଜଣ ହିତାଧିକାରୀଙ୍କ ନାଁରେ 1 କୋଟି 96 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ସେମାନଙ୍କୁ ଜିଲ୍ଲା ଏସଡିଜିଏମ କୋର୍ଟରେ ହାଜର କରି ନିଜ ହେପାଜତକୁ ନେଇଛି ଇଓଡବ୍ଲୁ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ଭୁବନେଶ୍ୱର ର ଅର୍ଥନୈତିକ ଅପରାଧ ଶାଖା ଏକ ଟିମ। ଆଜି ଭୁବନେଶ୍ୱର ରୁ ଇଓଡବ୍ଲୁ ର ଏକ ଟିମ ଆସି ବୁର୍ଲା ରୁ 2 ଜଣ ସିଣ୍ଡିକେଟ ବ୍ୟାଙ୍କ କର୍ମଚାରୀଙ୍କୁ ଉଠେଇ ନେଇଛି। ବୁର୍ଲା ସିଣ୍ଡିକେଟ ବ୍ୟାଙ୍କରେ ଠକେଇ ଅଭିଯୋଗ ବ୍ୟାଙ୍କ ର ପୂର୍ବତନ ମେନେଜର ସୁବାସ ଚନ୍ଦ୍ର ଦାସ ଓ ଆସିଷ୍ଟାଟ ବ୍ରାଞ୍ଚ ମେନେଜର ମରିଆନସ ଲାକ୍ରା ଙ୍କୁ ଏହି row ଉଠେଇ ନେଇଛି।

Body:ରାଜ୍ୟ ସରକାରଙ୍କ କୃଷି ଋଣ ସ୍କିମ 196 ଜଣ ହିତାଧିକାରୀଙ୍କ ନାରେ 1 କୋଟି 96 ଲକ୍ଷ୍ ଟଙ୍କା ଠକେଇ କରିଥିବା ଅଭିଯୋଗ ରେ ଏମାନେ ଗିରଫ ହୋଇଥିବା ଜଣାପଡିଛି।

Conclusion:ଆଜି ଏମାନଙ୍କୁ ଜିଲ୍ଲା sdjm କୋର୍ଟ ରେ ହାଜର କରୀ ନିଜ ହେପାଯତ କୁ ନେଇଛି row ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.