ETV Bharat / state

CAA ସପକ୍ଷରେ ବାହାରିଲା ସମ୍ବଲପୁର ହିନ୍ଦୁ ସଙ୍ଗଠନ - ନାଗରିକତା ସଂଶୋଧନ ଆଇନ

ଆଇନ ବିରୋଧୀଙ୍କୁ ଶୋଭାଯାତ୍ରା କରିବା ପାଇଁ ସମ୍ବଲପୁରରେ କୌଣସି ଅନୁମତି ଦିଆନଯାଉ। ସିଏଏ ଦେଶ ପାଇଁ ଆବଶ୍ୟକ। ଶାନ୍ତିପ୍ରିୟ ସହରରେ ଅଶାନ୍ତି କରାନଯାଉ ବୋଲି ଦାବି କରିଛି ସମ୍ବଲପୁର ହିନ୍ଦୁ ସଙ୍ଗଠନ। କଣ ରହିଛି ପୁରା ଘଟଣା ପଢନ୍ତୁ ଅଧିକ...

PHOTO
Sambalpur hindu
author img

By

Published : Dec 18, 2019, 9:09 PM IST

ସମ୍ବଲପୁର: କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଆଇନର ସମର୍ଥନରେ ବାହାରିଛନ୍ତି ସମ୍ବଲପୁରର ବଜରଙ୍ଗ ଦଳ ସମେତ ବହୁ ହିନ୍ଦୁ ସଙ୍ଗଠନ। ଆଇନକୁ ସମର୍ଥନ କରିବା ସହ ଏନେଇ ଜିଲ୍ଲା ପ୍ରଶାସନକୁ ସାକ୍ଷାତ କରିଛନ୍ତି ମିଳିତ ଭାବେ ସହରର ବିଭିନ୍ନ ସଙ୍ଗଠନ।

ଅନ୍ୟପଟେ ଗୁରୁବାର ଭୀମ ଆର୍ମି ନେତୃତ୍ବରେ ସିଏଏ ବିରୁଦ୍ଧରେ ଏକ ଶୋଭାଯାତ୍ର ହେବାର କାର୍ଯ୍ୟକ୍ରମ ଥିବାରୁ, ଏହାକୁ ଅନୁମତି ନଦେବାକୁ ସଙ୍ଗଠନ ପ୍ରଶାସନ ନିକଟରେ ଦାବି କରିଛି। ସମ୍ବଲପୁରରେ ଏହି ଶୋଭାଯାତ୍ରା ହେଲେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ଥିବାରୁ ଏହାକୁ ବିରୋଧ କରିଛନ୍ତି ହିନ୍ଦୁ ସଙ୍ଗଠନର ସଦସ୍ୟ। ଆଜି ସମ୍ବଲପୁର ଏସପିଙ୍କୁ ସାକ୍ଷାତ କରି ବଜରଙ୍ଗ ଦଳର ସଦସ୍ୟ ଗୁରୁବାର ହେବାକୁ ଥିବା ସିଏଏ ବିରୋଧ ଶୋଭାଯାତ୍ରା ପାଇଁ ଅନୁମତି ନ ଦେବା ପାଇଁ ଦାବି କରିଛନ୍ତି।

CAA ସପକ୍ଷରେ ସମ୍ବଲପୁର ହିନ୍ଦୁ ସଂଗଠନ

ହିନ୍ଦୁ ସଙ୍ଗଠନ ଆହୁରି ଅଭିଯୋଗ କରିଛି, ହେବାକୁ ଥିବା ଏହି ଶୋଭାଯାତ୍ରାରେ ବହୁ ଦେଶ ବିରୋଧୀ ତତ୍ତ୍ବ ସାମିଲ ହେବାର ଆଶଙ୍କା ରହିଛି। ଯାହା ଦେଶପାଇଁ ବିପଦ। ସେହି ଦୃଷ୍ଟିରୁ ଆଇନ ବିରୋଧରେ କୌଣସି ଶୋଭାଯାତ୍ରାର ଅନୁମତି ଦିଆନଯାଉ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:କେନ୍ଦ୍ର ସରକାରଙ୍କ ସିଟିଜେନ ଏମେନମେଣ୍ଟ ଆକ୍ଟ ର ସମର୍ଥନ ରେ ବାହାରିଲେ ସମ୍ବଲପୁର ର ବଜରଙ୍ଗ ଦଳ ସମେତ ବହୁ ହିନ୍ଦୁ ସଂଗଠନ।ଅନ୍ୟପଟେ ଆସନ୍ତା କାଲି ଭୀମ ଆର୍ମୀ ନେତୃତ୍ୱରେ ସି ଏ ଏ ବିରୁଦ୍ଧରେ ଏକ ରେଲି ହେବାର କାର୍ଯ୍ୟକ୍ରମ ଥିବାରୁ, ଏହି ରେଲି ସମ୍ବଲପୁର ସହରରେ ହେଲେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ଥିବାରୁ ଏହାକୁ ବିରୋଧ କରିଛନ୍ତି ଏହି ହିନ୍ଦୁ ସଂଗଠନ ର ସଦସ୍ୟ ମାନେ।ଏଥିପାଇଁ ଆଜି ସମ୍ବଲପୁର ଏସ ପି ଙ୍କୁ ଭେଟି ବଜରଙ୍ଗ ଦଳର ସଦସ୍ୟମାନେ ଆସନ୍ତା କାଲି ହେବାକୁ ଥିବା ସିଏଏ ବିରୋଧ ରାଲି ର ଅନୁମତି ନ ଦେବା ପାଇଁ ଦାବି କରିଛନ୍ତି।

Body:ସମ୍ବଲପୁର ରେ ସି ଏ ଏ ସମର୍ଥନ ରେ ହିନ୍ଦୁ ସଂଗଠନ। ଆଜି ବଜରଙ୍ଗ ଦଳ ର ନେତୃତ୍ୱରେ ବିଭିନ୍ନ ହିନ୍ଦୁ ସଂଗଠନ ଓ ବିଭିନ୍ନ ବର୍ଗର ଲୋକେ ସିଟିଜେନ ଏମେନମେଣ୍ଟ ଆକ୍ଟ ସମର୍ଥନ ବହାରିଛନ୍ତି।ଏହା ସହ ଆସନ୍ତା କାଲି ସମ୍ବଲପୁର ରେ ଭୀମ ଅର୍ମୀ ସଂଗଠନ ତରଫରୁ ହେବାକୁ ଥିବା ସିଏଏ ବିରୋଧୀ ରେଳୀରେ ବହୁ ସଂଖ୍ୟକ ଦେଶ ବିରୋଧୀ ତତ୍ତ୍ୱ ସାମିଲ ହେବାର ସମ୍ଭାବନା ରହିଛି ଓ ଏହା ଦ୍ୱାରା ସହର ର ଶାନ୍ତି ଶୃଙ୍ଖଳା ପରିସ୍ଥିତି ପ୍ରଭାବିତ ହେବ ବୋଲି କହି ଏହି ରେଲିକୁ ଅନୁମତି ନଦେବାକୁ ସମ୍ବଲପୁର ଏସପିଙ୍କୁ ଦାବି କରାଯାଇଛି।

Conclusion:ଏହା ସହ ଯଦି ଏହି ରେଲି ପାଇଁ ଆଗାମୀ ଦିନରେ ସହରରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି କୁହାଯାଇଛି।

ବାଇଟ-1-ସୁଧୀର ବହିଦାର,ପ୍ରାନ୍ତ ସଂଯୋଜକ, ବଜରଙ୍ଗ ଦଳ,ପଶ୍ଚିମ ପ୍ରାନ୍ତ,ଓଡିଶା ରାଜ୍ୟ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.