ETV Bharat / state

ସମ୍ବଲପୁର ଗଣଦୁଷ୍କର୍ମ ଘଟଣା: ଏସପିଙ୍କୁ ଭେଟିଲେ ପୀଡିତାଙ୍କ ସମ୍ପର୍କୀୟ - ଏସପିଙ୍କୁ ଭେଟିଲେ ପୀଡିତାଙ୍କ ସମ୍ପର୍କୀୟ

ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ସମ୍ବଲପୁର ଏସପିଙ୍କୁ ଭେଟିଛନ୍ତି ପୀଡିତାଙ୍କ ସମ୍ପର୍କୀୟ ସମେତ ବିଜେପି ମହିଳା କର୍ମକର୍ତ୍ତା ।

gangrape victime relative meet sp
ଏସପିଙ୍କୁ ଭେଟିଲେ ପୀଡିତାଙ୍କ ସମ୍ପର୍କୀୟ
author img

By

Published : Dec 11, 2019, 9:00 AM IST

ସମ୍ବଲପୁର: ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କୁ ଭେଟିଲେ ବିଜେପି ମହିଳା କର୍ମକର୍ତ୍ତା । ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ସମ୍ବଲପୁର ଏସପିଙ୍କୁ ଭେଟିଛନ୍ତି ପୀଡିତାଙ୍କ ସମ୍ପର୍କୀୟ ସମେତ ବିଜେପି ମହିଳା କର୍ମକର୍ତ୍ତା।

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୋଲିସ 6 ଜଣକୁ ଗିରଫ କରିସାରିଥିବାବେଳେ ମଙ୍ଗଳବାର ପୀଡିତାଙ୍କ ସମ୍ପର୍କୀୟଙ୍କ ସହ କେତେକ ବିଜେପି ମହିଳା କର୍ମକର୍ତ୍ତା ସମ୍ବଲପୁର ଏସପି କନୱର ବିଶାଲ ସିଂଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଏସପିଙ୍କୁ ଅନୁରୋଧ କରିଛନ୍ତି ।

ଏସପିଙ୍କୁ ଭେଟିଲେ ପୀଡିତାଙ୍କ ସମ୍ପର୍କୀୟ

ଏହାସହ ପୀଡିତାଙ୍କ 2 ସନ୍ତାନ ଥିବାରୁ ସେମାନଙ୍କ ଭରଣପୋଷଣ ଓ ଶିକ୍ଷା ପାଇଁ ତାଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସମ୍ବଲପୁର ଏସପିଙ୍କୁ ଅନୁରୋଧ କରାଯାଇଛି । ଏହାସହ ଦୋଷୀଙ୍କୁ ଯେପରି କଠୋର ଦଣ୍ଡ ମିଳିବ ସେନେଇ ମଧ୍ୟ ଦାବି କରାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ହୋଇଥିବା ଗଣ ଦୁଷ୍କର୍ମ ମାମଲାରେ ବର୍ତ୍ତମାନ ସୁଦ୍ଧା ପୋଲିସ 6 ଜଣକୁ ଗିରଫ କରିଛି । ଏହି ଘଟଣା ନେଇ ଆଜି ପିଡ଼ିତା ଙ୍କ ସମ୍ପକୀୟ କେତେକ ବିଜେପି ମହିଳା କାର୍ଯ୍ୟକର୍ତା ଙ୍କ ସହ ଆଜି ସମ୍ବଲପୁର ଏସପି ଙ୍କ ଦ୍ୱାରସ୍ଥ ହୋଇ ଦୋଷୀଙ୍କ ବିରୁଦ୍ଧରେ ଯେପରି କଡା କାର୍ଯ୍ୟାନୁଷ୍ଠାନ ହୋଇପାରିବ ସେନେଇ ଏସ ପି ଙ୍କୁ ଅନୁରୋଧ କରିଛନ୍ତି।

Body:ସମ୍ବଲପୁର ଏସପି ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗଣ ଦୁଷ୍କର୍ମ ପିଡ଼ିତା ଙ୍କ ସମ୍ପର୍କିତ।ପିଡୀତଙ୍କ 2 ସନ୍ତାନ ଥିବାରୁ ସେମାନଙ୍କ ଭରଣ ପୋଷଣ ଓ ଶିକ୍ଷା ପାଇଁ ତାଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସମ୍ବଲପୁର ଏସପି ଙ୍କୁ ଅନୁରୋଧ କରାଯାଇଛି। ଏହା ସହ ଦୋଷୀଙ୍କୁ ଯେପରି କଠୋର ଦଣ୍ଡ ମିଳିବ ସେମିତି ଭାବରେ ମାମଲା କୁ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି।

Conclusion:ଆଜି ବିଜେପି ମହିଳା କାର୍ଯ୍ୟକର୍ତା ମାନେ ମଧ୍ୟ ପିଡ଼ିତା ଙ୍କ ସମ୍ପକୀୟ ଙ୍କ ସହ ଏସ ପି ଙ୍କୁ ଭେଟିଛନ୍ତି।

ବାଇଟ-1-ପିଡୀତଙ୍କ ସମ୍ପର୍କୀୟ ,ବୁଢା ଲୋକ।
ବାଇଟ-2-ପୁଷ୍ପାଞ୍ଜଳି ଜେନା, ବିଜେପି ନେତ୍ରୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.