ETV Bharat / state

କୋଭିଡ ଟିକା ନେଲେ ସମ୍ବଲପୁର ଜିଲ୍ଲାପାଳ ଓ ଏସପି

author img

By

Published : Feb 6, 2021, 2:23 PM IST

କୋଭିଡ ଟିକା ନେଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ଓ ଏସପି ବତୁଲା ଗଙ୍ଗାଧର। ଆଜି ସମ୍ବଲପୁର ଡିଆରଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କୋଭିଡ ଟୀକାକରଣ କେନ୍ଦ୍ରରେ ସମ୍ବଲପୁର ଜିଲ୍ଲାପାଳ ଓ ଏସପି ଟିକା ନେଇଛନ୍ତି।

କୋଭିଡ ଟିକା ନେଲେ ସମ୍ବଲପୁର ଜିଲ୍ଲାପାଳ ଓ ଏସପି
କୋଭିଡ ଟିକା ନେଲେ ସମ୍ବଲପୁର ଜିଲ୍ଲାପାଳ ଓ ଏସପି

ସମ୍ବଲପୁର: କୋଭିଡ ଟିକା ନେଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ଓ ଏସପି ବତୁଲା ଗଙ୍ଗାଧର। ଆଜି ସମ୍ବଲପୁର ଡିଆରଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କୋଭିଡ ଟୀକାକରଣ କେନ୍ଦ୍ରରେ ସମ୍ବଲପୁର ଜିଲ୍ଲାପାଳ ଓ ଏସପି ଟିକା ନେଇଛନ୍ତି।

ଆଜି ସକାଳ ପ୍ରାୟ 10ଟା ସମୟରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ଓ ଏସପି ବତୁଲା ଗଙ୍ଗାଧର ଟୀକାକରଣ କେନ୍ଦ୍ରକୁ ପହଞ୍ଚି କୋଭିଡ ଟିକା ନେବା ସହ ଏହି ଟିକା ପୂରାପୂରି ସୁରକ୍ଷିତ ଓ ପ୍ରଭାବୀ ଅଟେ ବୋଲି କହିଛନ୍ତି । ଏହା ସହ ସମସ୍ତ ଜନସାଧାରଣ ଟିକା ନିଅନ୍ତୁ ବୋଲି ସମ୍ବଲପୁର ଜିଲ୍ଳାପାଳ ଓ ଏସପି ଅପିଲ କରିଛନ୍ତି।

ଆଜି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପିଡ଼ିଡିଆରଡିଏ, ରାଜସ୍ବ ବିଭାଗର କର୍ମଚାରୀ, ଡିଆରଡିଏ ବିଭାଗର କର୍ମଚାରୀ ଓ ପୋଲିସ କର୍ମଚାରୀ ଟିକା ନେଉଛନ୍ତି। ରାଜସ୍ବ ବିଭାଗ, ଡିଆରଡିଏ ବିଭାଗ ଓ ଡିଜାଷ୍ଟର ମ୍ୟାନେଜମେଣ୍ଟ ବିଭାଗର କର୍ମଚାରୀଙ୍କ ପାଇଁ 4ଟି ଟୀକାକରଣ କେନ୍ଦ୍ରର ବ୍ୟବସ୍ଥା ହୋଇଥିବାବେଳେ ଆସନ୍ତାକାଲି ଠାରୁ 22 ଟି କେନ୍ଦ୍ର ହେବ।

ପୋଲିସ ବିଭାଗର କର୍ମଚାରୀଙ୍କ ପାଇଁ ଆଜି 4ଟି କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ ଆସନ୍ତାକାଲି ଠାରୁ 20ଟି କେନ୍ଦ୍ରର ବ୍ୟବସ୍ଥା କରାଯିବ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.