ETV Bharat / state

ଲଜପତ ରାୟ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ଦାବି - ଲଜପତ ରାୟ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି

ସମ୍ବଲପୁରସ୍ଥିତ ଲଜପତ ରାୟ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି କରିଛି ଜିଲ୍ଲା ଓକିଲ ସଂଘ । ଅଧିକ ପଢନ୍ତୁ

ଲଜପତ ରାୟ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଉ: ଜିଲ୍ଲା ଓକିଲ ସଂଘ

author img

By

Published : May 18, 2022, 10:58 PM IST

ସମ୍ବଲପୁର: ସମ୍ବଲପୁରସ୍ଥିତ ଲଜପତ ରାୟ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି କରିଛି ଜିଲ୍ଲା ଓକିଲ ସଂଘ। ଏହାସହ ସମ୍ବଲପୁର LR Law କଲେଜରୁ ପ୍ରାୟ 62 ଲକ୍ଷର ପାଣ୍ଠିକୁ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ବିଶ୍ବବିଦ୍ୟାଳୟ ପାଣ୍ଠିକୁ ନେଇଯାଇଥିବାବେଳେ ଏହାକୁ ଫେରସ୍ତ କରିବାକୁ ଦାବି କରିଛି ଜିଲ୍ଲା ଓକିଲ ସଂଘ ।

ଲଜପତ ରାୟ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଉ: ଜିଲ୍ଲା ଓକିଲ ସଂଘ

ଅନ୍ୟପଟେ LR Law କଲେଜରେ ଥିବା ବିଭିନ୍ନ ଆବଶ୍ୟକୀୟ ଭିତ୍ତିଭୂମି ଯଥାଶୀଘ୍ର ପୂରଣ କରାଯାଉ ବୋଲି ଜିଲ୍ଲା ଓକିଲ ସଂଘ ଦାବି କରିଛି । ଏଥିପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି 10 ଦିନ ଭିତରେ ଜିଲ୍ଲା ଓକିଲ ସଂଘ ସହ ଆଲୋଚନା କରନ୍ତୁ ନଚେତ ଆଗାମୀ ଦିନରେ ଜିଲ୍ଲା ଓକିଲ ସଂଘ କଠୋର ଆଭିମୁଖ୍ୟ ପୋଷଣ କରିବ ବୋଲି ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.