ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ 33 ନମ୍ବର ୱାର୍ଡବାସିନ୍ଦା - ସମସ୍ୟା ଘେରରେ ସମ୍ବଲପୁର 33 ନମ୍ବର ୱାର୍ଡ

ସମ୍ବଲପୁର ସହର 2014ରେ ମହାନଗର ନିଗମର ମାନ୍ୟତା ପାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ଏଠାରେ ମହାନଗର ନିଗମ ପାଇଁ ନିର୍ବାଚନ ହୋଇପାରିନି । ଫଳରେ ବିଭିନ୍ନ ସମୟରେ ସହରରେ ରହି ମଧ୍ୟ ସହରୀ ସୁବିଧା ସୁଯୋଗରୁ ବଞ୍ଚିତ 33 ନମ୍ବର ୱାର୍ଡବାସୀ ।

ଡିଜାଇନ ଫଟୋ
author img

By

Published : Aug 8, 2019, 2:36 PM IST

ସମ୍ବଲପୁର: ସମସ୍ୟା ଘେରରେ ସମ୍ବଲପୁର 33 ନମ୍ବର ୱାର୍ଡର ଗୌସିଆପଡା ବାସୀ । ଏଠାରେ ଥିବା ଗୌସିଆ ମସଜିଦ ନିକଟରେ ରହୁଛନ୍ତି ପ୍ରାୟ 50 ପରିବାର । ଯିବା ଆସିବାକୁ ଭଲ ରାସ୍ତା ନାହିଁ । ଯେତିକି ବି ଅଛି କାଦୁଅ ସରସର । ଆଉ ସ୍ଥାନେ ସ୍ଥାନେ ଜମା ହୋଇଛି ପୋଖରୀ ଭଳି ପାଣି । ଆଉ ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ଅବହେଳା କରିଥିବାରୁ ବଢି ଚାଲିଛି ଜବରଦଖଲ । ଅପରିଷ୍କାର ପରିବେଶ ହେତୁ ନାନା ରୋଗରେ ମଧ୍ୟ ସଂକ୍ରମିତ ହେଉଛନ୍ତି ଏଠାକର ଲୋକେ । ଏଥିପାଇଁ 3 ବର୍ଷ ହେଲା ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଭେଟିଥିଲେ ମଧ୍ୟ କୌଣସି ଲାଭ ପାଇ ନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏପଟେ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ତଥା ଏନଫୋର୍ସମେଣ୍ଟ ଅଫିସର ଏହି ସମସ୍ୟା ବିଷୟରେ ଅବଗତ ଥିବାର କହିଛନ୍ତି । ଏହି ଅଞ୍ଚଳରେ ବିଭିନ କାର୍ଯ୍ୟ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି । ତେବେ ଏଠାରେ କାଉନସିଲ ଗଠନ ହୋଇ ନଥିବାରୁ କାମରେ ବିଳମ୍ବ ହେଉଥିବାର କହି ନିଜର ଅସହାୟତା ପ୍ରକାଶ କରିଛନ୍ତି ।

ସହର ମଧ୍ୟରେ ରହି ସହରୀ ସୁବିଧାରୁ ବଞ୍ଚିତ ଏହି ସହରବାସୀ ଏବେ ଅପେକ୍ଷାରତ କେବେ ତାଙ୍କର ସମସ୍ୟାର ସମାଧାନ ହେଉଛି । ସମ୍ବଲପୁର ସହର 2014ରେ ମହାନଗର ନିଗମର ମାନ୍ୟତା ପାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ଏଠାରେ ମହାନଗର ନିଗମ ପାଇଁ ନିର୍ବାଚନ ହୋଇପାରିନି । ଫଳରେ ବିଭିନ୍ନ ସମୟରେ ସହରରେ ରହି ମଧ୍ୟ ସହରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ବିଭିନ୍ନ ୱାର୍ଡର ଲୋକେ । ମୁଖ୍ୟତଃ ବର୍ଷା ଦିନେ ଏହି ଲୋକଙ୍କ ସମସ୍ୟା ବହୁତ ବଢିଯାଇଥାଏ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ସହର ମହାନଗର ନିଗମର ମାନ୍ୟତା ପାଇଲା 2014 ମସିହାରେ।ତେବେ ଆଜି ପର୍ଯ୍ୟନ୍ତ ଏଠାରେ ମହାନଗର ନିଗମ ପାଇଁ ନିର୍ବାଚନ ହୋଇପାରିନି।ଫଳରେ ବିଭିନ୍ନ ସମୟରେ ସହରରେ ରହି ମଧ୍ୟ ସହରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ବିଭିନ୍ନ ୱାର୍ଡର ଲୋକେ।ମୁଖ୍ୟତଃ ବର୍ଷା ଦିନେ ଏହି ଲୋକଙ୍କ ସମସ୍ୟା ବହୁତ ବଢିଯାଇଥାଏ। ଏହିପରି ସମସ୍ୟାରେ ପଡି ରହିଛନ୍ତି ସମ୍ବଲପୁର 33 ନମ୍ବର ୱାର୍ଡର ଗୌସିଆ ପଡା ର ଲୋକେ। ଏଠାରେ ଜବରଦଖଲ ସହ ନାଳ ନାର୍ଦମା ନଥିବାରୁ ବହୁ ସମସ୍ୟାରେ ଅଛନ୍ତି ଲୋକେ।

Body:ସମସ୍ୟା ଘେରରେ ସମ୍ବଲପୁର 33 ନମ୍ବର ୱାର୍ଡ ର ଗୌସିଅପଡା ବାସୀ। ଏଠାରେ ଥିବା ଗୌସିଆ ମସଜିଦ ନିକଟରେ ରହୁଛନ୍ତି ପ୍ରାୟ 50 ପରିବାର।ତେବେ ଏଠାରେ ଯିବା ଆସିବା ପାଇଁ ଭଲ ରାସ୍ତା ନାହିଁ।ଯେଉଁ ରାସ୍ତା ଅଛି ବର୍ଷା ଦିନେ କାଦୁଅ ସରସର । ଆଉ କେତେକ ସ୍ଥାନରେ ପୋଖରୀ ଭଳିଆ ପାଣି। ଆଉ ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ଅ ଅବହେଳା କରିଥିବାରୁ ବଢି ଚାଲିଛି ଜବରଦଖଲ। ଏଭଳି ପରିସ୍ଥିରେ ଅପରିଷ୍କାର ପରିବେଶରେ ଲୋକେ ଗଂଧମୟ ପରିବେଶରେ ରହୁଥିବା ବେଳେ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ଭୟରେ ବସବାସ କରୁଛନ୍ତି। ସେଥିପାଇଁ ସେମାନେ 3 ବର୍ଷ ହେଲା ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜଣ ପ୍ରତିନିଧିଙ୍କୁ ଭେଟିଥିଲେ ମଧ୍ୟ କୌଣସି ଲାଭ ପାଇଁ ନାହାନ୍ତି।

ବାଇଟ-1-ଜୁବୈଦା ବେଗମ। ସ୍ଥାନୀୟ ମହିଳା।
ବାଇଟ-2-ଗୁଲ ମନାନ।

ଏପଟେ ସମ୍ବଲପୁର ମହାନଗର ନିଗମର ଡେପୁଟୀ କମିଶନର ତଥା ଏନଫୋର୍ସମେଣ୍ଟ ଅଫିସର ଏହି ସମସ୍ୟା ବିଷୟରେ ଅବଗତ ଥିବାର କହିଛନ୍ତି।ଏହି ଅଞ୍ଚଳରେ ବିଭିନ କାର୍ଯ୍ୟ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି।ତେବେ ଏଠାରେ କାଉନସିଲ ଗଠନ ହୋଇନଥିବାରୁ କାମରେ ବିଳମ୍ବ ହେଉଥିବାର କହି ନିଜର ଅସହାୟତା ପ୍ରକାଶ କରିଛନ୍ତି।

ବାଇଟ-3-ଶୁଭଙ୍କର ମହାନ୍ତି, ଡେପୁଟୀ କମିଶନର

Conclusion:ସହର ମଧ୍ୟରେ ରହି ସହରୀ ସୁବିଧାରୁ ବଞ୍ଚିତ ଏହି ସହରବାସୀ ଏବେ ଅପେକ୍ଷରତ କେବେ ତାଙ୍କର ସମସ୍ୟାର ସମାଧାନ ହେଉଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.