ETV Bharat / state

ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପୂର୍ବତନ ବିଧାୟିକାଙ୍କ ଶ୍ରଦ୍ଧାଞ୍ଜଳୀ

ସାଧାରଣ ଲୋକଙ୍କ ପ୍ରତି ସ୍ବର୍ଗୀୟ ସନାତନଙ୍କର ବ୍ୟବହାର ଅତି ସରଳ ରାଜନେତାଙ୍କ ପରି ଥିଲା । ତାଙ୍କ ସମୟରେ ସମ୍ବଲପୁରରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ଅଧିକ ପଢନ୍ତୁ...

author img

By

Published : Apr 14, 2020, 9:21 PM IST

ଦିବଙ୍ଗତ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପୂର୍ବତନ ବିଧାୟିକାଙ୍କ ଶ୍ରଦ୍ଧାଞ୍ଜଳି
ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପୂର୍ବତନ ବିଧାୟିକାଙ୍କ ଶ୍ରଦ୍ଧାଞ୍ଜଳୀ

ସମ୍ବଲପୁର: ଆରପାରିରେ ଜିଲ୍ଲାର ବିଶିଷ୍ଟ ବିଜେଡି ନେତା ତଥା ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସନାତନ ବିଶି । ତାଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ ।

ସେ କହିଛନ୍ତି ସ୍ବର୍ଗତ ବିଶି ଜଣେ ନିର୍ଭୀକ, ସରଳ ଓ ନିଷ୍ଠାପର ରାଜନୀତିଜ୍ଞ ଥିଲେ । ସେ 2 ଥର ବିଧାୟକ ଓ ଗୋଟିଏ ଥର ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିଲେ । ଏଥିସହ ସେ ଗୋଟିଏ ଥର ପାଇଁ ରାଜ୍ୟସଭା ପାଇଁ ମନୋନୀତ ମଧ୍ୟ ହୋଇଥିଲେ ।

raseswari condolence to death of former health minister

ସାଧାରଣ ଲୋକଙ୍କ ପ୍ରତି ତାଙ୍କର ବ୍ୟବହାର ଅତି ସରଳ ରାଜନେତାଙ୍କ ପରି ଥିଲା । ତାଙ୍କ ସମୟରେ ସମ୍ବଲପୁରରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ତାଙ୍କର ମୃତ୍ୟୁରେ ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି ତାହା ରାଜ୍ୟ ରାଜନୀତିରେ ଅପୂରଣୀୟ ବୋଲି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.