ETV Bharat / state

କାଳ ହେଲା ମଜାମସ୍ତୀ, ମହାନଦୀରେ ବୁଡି ଯୁବକ ମୃତ

author img

By

Published : Jul 21, 2019, 9:18 PM IST

ସମ୍ବଲପୁର ମହାନଦୀର ଦ୍ଵିତୀୟ ସେତୁ ତଳେ ପାଣିରେ ବୁଡି ଯୁବକ ମୃତ। ମୃତ ଯୁବକ ହେଲେ ହୀରାକୁଦ ଅଞ୍ଚଳର ସୁବାସ ଚନ୍ଦ୍ର ଦଳେଇ । ନଦୀରେ ଗାଧୋଉଥିବା ବେଳେ ଘଟିଛି ଏହି ଅଘଟଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ମହାନଦୀର ଦ୍ବିତୀୟ ସେତୁ ତଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁରର ଚାଞ୍ଚପୁର ଅଞ୍ଚଳରେ । ମୃତକଙ୍କ ନାମ ସୁବାସ ଚନ୍ଦ୍ର ପଲେଇ । ତାଙ୍କ ଘର ହୀରାକୁଦ ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ରବିବାର ସୁବାସ ନିଜ 3 ଜଣ ବନ୍ଧୁଙ୍କ ସହ ଚାଞ୍ଚପୁର ଅଞ୍ଚଳକୁ ବଣଭୋଜି କରିବାକୁ ଯାଇଥିଲେ । ସନ୍ଧ୍ୟାରେ ସମସ୍ତେ ନଦୀରେ ଗାଧୋଉଥିବା ବେଳେ ହଠାତ୍ ବୁଡି ଯାଇଥିଲେ ସୁବାସ । ପରେ ଅନ୍ୟ ସାଙ୍ଗମାନେ ଅଗ୍ନିଶମକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର କରିଛି । ଏହି ଘଟଣାକୁ ନେଇ ହୀରାକୁଦ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:କଳାହାଣ୍ଡି _ଏଚଆଇଭି ସଂକ୍ରମିତ ଶିଶୁ ଙ୍କ ଆଶ୍ରୟସ୍ଥଳୀ ରେ ଯୌନ ନିର୍ଯ୍ଯାତନା ଅଭିଯୋଗ ପରେ ପ୍ରୟାସ ସଂସ୍ଥା ଉପରେ ଭବାନୀପାଟଣା ଉପଜିଲ୍ଲାପାଳ ତଥା ଭବାନୀପାଟଣା ଟାଉନ ଥାନା ପୋଲିସ ର ତଦନ୍ତ ଆରମ୍ଭ । ଗତକାଲି ବଲାଙ୍ଗୀର ଠାରେ ଆଠ ବର୍ଷୀଅ ଏଚଆଇଭି ସଂକ୍ରମିତ ଶିଶୁ ମାଁ ଜିଲ୍ଲା ଶିଶୁ ମଗଂଳ ସୁରକ୍ଷା କମିଟି ରେ ଅଭିଯୋଗ ହୋଇଥିଲା । Body:ଅଭିଯୋଗ କୁ ସଂସ୍ଥା ର ମୁଖ୍ୟ ସରୋଜ ଦାସ ଭିତ୍ତିହୀନ ଦର୍ଶାଇ ଘଟଣା ର ତଦନ୍ତ ଦଶ ଦିନ ମଧ୍ୟରେ ଶେଷ କରିବାକୁ ନିବେଦନ କରିଥିବା ବେଳେ ଅଭିଯୋଗକାରୀ ନାବାଳିକା ଗତ ମାର୍ଚ୍ଚ 25 ତାରିଖ ମାଁ ସହ କଳାହାଣ୍ଡି ଶିଶୁ ସୁରକ୍ଷା କମିଟି ଆଗରେ ନେଇଥିବା ସୁଚନା ଦେଇଛନ୍ତି । ତଥା ଜେଜେ ଏକ୍ଟ ଅନୁଯାୟୀ ପରିଜନ ଚାହିଁଲେ ଶିଶୁ କୁ ନେଇ ପାରିବେ ।Conclusion:ହେଲେ କାହିଁକି ତିନି ମାସ ପରେ ନାବାଳିକା ମାଁ ଅଭିଯୋଗ କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ବାଇଟ _ସରୋଜ ଦାସ _ପ୍ରୟାସ ସଂସ୍ଥା ମୁଖ୍ୟ ।
ବାଇଟ-କୁମୁଦିନୀ ପୁଝରୀ(ସଂସ୍ଥା କର୍ମଚାରୀ)
ବାଇଟ-ସତ୍ୟ କୁମାର ନନ୍ଦ(ଟାଉନ ଥାନା ଅଧିକାରୀ ଭବାନୀପାଟଣା)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.