ETV Bharat / state

ପୁଣିଥରେ ମାନବିକତା ଦଖାଇଲେ ଡାକ୍ତର ଶଙ୍କର ରାମଚନ୍ଦାନୀ, ଏଡସ୍ ପୀଡିତଙ୍କୁ ଦେଲେ 50 ହଜାର - dr sankar ramachandran

ପୁଣିଥରେ ମାନବିକତା ଦେଖାଇଛନ୍ତି ବୁର୍ଲା ଭିମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ । ଜଣେ ପରୋପକାରୀ ଡାକ୍ତର ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନୀ ଆଜି ଜଣେ ଏଡ୍‌ସ ପୀଡିତ ଅନାଥ ନାବାଳକଙ୍କୁ ଆର୍ଥିକ ସହାୟତା ଦେଇ ପୁଣିଥରେ ପ୍ରଶଂସାର ପାତ୍ର ହୋଇଛନ୍ତି ।

-ramachandran-
ପୁଣିଥରେ ମାନବିକତା
author img

By

Published : Dec 1, 2019, 2:57 AM IST

ସମ୍ବଲପୁର: ଆଜି ସାରା ବିଶ୍ବ ପାଳୁଛି ‘ବିଶ୍ବ ଏଡସ ଦିବସ’ ଏଚଆଇଭି ଏଡ୍‌ସକୁ ନିୟନ୍ତ୍ରଣ ଓ ନିରାକରଣ କରିବା ଏହି ଦିବସର ଉଦ୍ଦେଶ୍ୟ । 31 ବର୍ଷ ଧରି ଏହି ଦିବସ ପାଳିତ ହେଉଥିଲେ ମଧ୍ୟ ମିଳିନି ବିଶେଷ ସଫଳତା । ତେବେ ବିଜ୍ଞାନ ଯେତେ ଅଗ୍ରଗତି ହେଲେ ମଧ୍ୟ ଏଡସ ରୋଗୀଙ୍କ ପ୍ରତି ଲୋକଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭାବେ ବଦଲି ନାହିଁ । ଗୋଟିଏ ଦିନ ଏଚଆଇଭି ଏଡ୍‌ସ ପାଳନ କରି ଆମେ ବସିଯାଉଛୁ । କେବେ ଚିନ୍ତା କରୁନାହୁଁ ଅବଶିଷ୍ଟ 364 ଦିନ ଏଡ୍‌ସ ଆକ୍ରନ୍ତ ବଞ୍ଚୁଥିବେ କେମିତି? ହେଲେ ଏହି କ୍ଷେତ୍ରରେ ନିଜ ମାନବିକତା ପୁଣିଥରେ ଦେଖାଇଛନ୍ତି ବୁର୍ଲା ଭିମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ । ଜଣେ ପରୋପକାରୀ ଡାକ୍ତର ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନୀ ଆଜି ଜଣେ ଏଡ୍‌ସ ପୀଡିତ ଅନାଥ ନାବାଳକଙ୍କୁ ଆର୍ଥିକ ସହାୟତା ଦେଇ ପୁଣିଥରେ ପ୍ରଶଂସାର ପାତ୍ର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ଅନୁସାରେ ସମ୍ବଲପୁର ଯୁଯୁମୁରା ଅଞ୍ଚଳର ଏକ ଦମ୍ପତି ଏଡ୍‌ସରେ ଆକ୍ରାନ୍ତ ହୋଇ 2013ଓ 2014 ମସିହାରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ଏକ ପୁତ୍ର ସନ୍ତାନ ଥିବାବେଳେ ସେ ମଧ୍ୟ ଏହି ଦୁରାରୋଗ୍ୟରେ ଆକ୍ରନ୍ତ । ବାପା ମା ଛେଉଣ୍ଡ ଏହି ନାବାଳକଟି ଏବେ ଚିକିତ୍ସତ ହେଉଛନ୍ତି ବୁର୍ଲା ଡାକ୍ତରଖାନାରେ । ଡାକ୍ତରଙ୍କ ମତରେ ସେ ବର୍ତ୍ତମାନ ସୁସ୍ଥ ଥିଲେ ମଧ୍ୟ ଜୀବନ ଜିଇଁବା ଏକ ପ୍ରକାର କଷ୍ଟକର ହୋଇପଡିଛି । କାରଣ ଆବଶ୍ୟକ ଚିକିତ୍ସା ସହ ଖାଦ୍ୟପେୟ ପାଇଁ ଅର୍ଥ ହିଁ ସମସ୍ୟା ପାଲଟିଛି । ଫଳରେ ଉକ୍ତ ଆକ୍ରାନ୍ତର ଉଚ୍ଚିଚ ଚିକିତ୍ସା ସହ ଭବିଷ୍ୟତ ପାଇଁ ନାବାଳକଙ୍କୁ ଡାକ୍ତର ରାମ ଚନ୍ଦାନୀ 50 ହଜାର ଟଙ୍କା ଦାନ କରିଛନ୍ତି । ଆଜି ଚିକିତ୍ସା ପାଇଁ ସମ୍ବଲପୁର ବୁର୍ଲା ଏଆରଟି ସେଣ୍ଟର କୁ ଆସିଥିବା ବେଳେ ଏହି ଅର୍ଥ ପ୍ରଦାନ କରିଛନ୍ତି ।

ନିକଟରେ ଡାକ୍ତର ରାମଚନ୍ଦାନୀ ଦୁଇଟି ଶିଶୁ କନ୍ୟାଙ୍କ ବାପା ହୋଇଛନ୍ତି । ଏହି ଅର୍ଥରେ ସେ ନବଜାତ ଶିଶୁ କନ୍ୟାଙ୍କ ନାମକରଣ ଉତ୍ସବ ଆୟୋଜନ କରିଥାନ୍ତେ । କିନ୍ତୁ ସବୁବେଳେ ନିରୀହ, ନିଷ୍ପେଶିତ, ଅନାଥ, ଅବହେଳିତଙ୍କ ପାଇଁ ଉତ୍ସର୍ଗୀକୃତ ସେବା କରୁଥିବା ରାମଚନ୍ଦାନୀ ଏହି ନାବାଳକର ସୁସ୍ଥ ଜୀବନ ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ।

ଖାଲି ପ୍ରଥମ ଥର ପାଇଁ ଡାକ୍ତର ରାମଚନ୍ଦାନୀ ଏହା କରିଛନ୍ତି ତାହା ନୁହେଁ ସେ କେତେବେଳେ ରୋଗୀଙ୍କୁ ରାସ୍ତା ପାର କରାଇ ଚିକିତ୍ସା କରିଛନ୍ତି , ତ କେତେବେଳେ କୁଷ୍ଠରୋଗୀଙ୍କ ପାଖକୁ ଯାଇ ତାଙ୍କ ସେବା କରିଛନ୍ତି । ପୁଣି କେତେବେଳେ ରୋଗୀଙ୍କୁ ମାଗଣା ଆମ୍ବୁଲାନ୍ସ ଯୋଗାଇଥାନ୍ତି । ପୁଣି କେବେ ଭିମସାରର ଉନ୍ନତି ପାଇଁ ନିଜ ସ୍ବର ଉତ୍ତୋଳନ କରୁଛନ୍ତି । ତାଙ୍କର ଏହି ସେବା ପାଇଁ ସେ ସାରା ଓଡିଶାରେ ବେଶ ପରିଚିତ । ଏଥିୁପାଇଁ ତାଙ୍କୁ ଅନେକ ସ୍ଥାନରୁ ମିଳୁଛି ଅନେକ ସମ୍ମାନ । ସେଥିପାଇଁତ ସେ ରୋଗୀଙ୍କ ଭଗବାନ ବୋଲି ପଶ୍ଚିମ ଓଡିଶାରେ ତାଙ୍କୁ ସମସ୍ତେ ମାନନ୍ତି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ଡିସେମ୍ବର 1 ତାରିଖକୁ ବିଶ୍ୱ ଏଡସ ଦିବସ ଭାବେ ପାଳନ କରାଯାଏ। ମୁଖ୍ୟତଃ ଏଡସ ରୋଗ ନେଇ ସଚେତନତା ସୃଷ୍ଟି କରିବା ସହ ଏଡସ ରୋଗୀଙ୍କ ପ୍ରତି ସାଧାରଣ ଲୋକ ଙ୍କ ଦୃଷ୍ଟିକୋଣ କୁ ବଦଳାଇବା ନେଇ ଏହା ପାଳିତ ହୋଇ ଆସୁଛି। ତେବେ ବର୍ତ୍ତମାନ ମଧ୍ୟ ଏଡସ ରୋଗୀଙ୍କ ପ୍ରତି ଲୋକଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭାବେ ବଦଲିନାହିଁ।ତେବେ ବୁର୍ଲା ର ସମାଜ ସେବୀ ଡାକ୍ତର ଶଙ୍କର ରାମଚାନ୍ଦାନି ଏମିତି କାର୍ଯ୍ୟ କାରିଛନ୍ତି ଯେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଛନ୍ତି। ସେ ନିଜ ଯାଆଁଳା ଶିଶୁକନ୍ୟା ନ୍କ ଏକୋଇସା ନକରି ଏଥିରେ ଖର୍ଚ୍ଚ ହେବାକୁ ଥିବା 50 ହଜାର ଟଙ୍କା ସେ ଜଣେ ବାପା ମା ଛେଉଣ୍ଡ ଏଡସ ରୋଗ ପୀଡିତ ବାଳକ କୁ ଦେଇଛନ୍ତି।

Body:ଏ ହେଉଚନ୍ତି ଶଙ୍କର ରାମଚାନ୍ଦନି। ପେସାରେ ସେ ଜଣେ ଡାକ୍ତର କିନ୍ତୁ ନିଶା ହେଉଛି ସମାଜ ସେବା। ଆଜି ସେ ସମ୍ବଲପୁର ବୁର୍ଲା ଏ ଆର ଟି ସେଣ୍ଟର ରେ ଚିକିତ୍ସିତ ହେଉଥିବା ଜଣେ ବାପ ମା ଛେଉଣ୍ଡ ବାଳକକୁ 50 ହଜାର ଦାନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ଯାଆଁଳା ଶିଶୁକନ୍ୟା ଙ୍କ ଏକୋଇସା କରିବା ପାଇଁ ଏତିକି ଖର୍ଚ୍ଚ ହୋଇଥାନ୍ତା।ତେବେ ଏହି ସାମାଜିକ ରୀତି ନୀତି ଆଉ ପ୍ରଥା ରେ 50 ହଜାର ଖର୍ଚ୍ଚ କରିବା ପରିବର୍ତ୍ତେ ସେ ଏହି ଏଡସ ପୀଡିତ ବାଳକ ର ସେବା ଶ୍ରେୟସ୍କର ବୋଲି ରାମ ଚନ୍ଦାନି କହିଛନ୍ତି।

ବାଇଟ-1-ଡା ଶଙ୍କର ରାମଚାନ୍ଦାନି,ଡାକ୍ତର।
ବାଇଟ-2-ଏଡସ ପୀଡିତ ବାଳକ।

ଏହି ଏଡସ ପୀଡିତ ବାଳକ ଙ୍କ ବାପା ମା ଏଡସ ରୋଗରେ ପୀଡିତ ହୋଇ 2014 ମସିହାରେ ମୃତ୍ୟବରଣ ।ଏହା ପରେ ତାଙ୍କର ଏକମାତ୍ର ପୁଅ ଏହି ବାଳକ ମଧ୍ୟ ଏଡସ ରୋଗରେ ପୀଡିତ ବୋଲି ଜଣା ପଡିଥିଲା।ସେହି ଦିନଠୁ ଏହି ବାଳକ ବୁର୍ଲା ଏ ଆର ଟି ସେଣ୍ଟର ରେ ଚିକିତ୍ସିତ ହୋଇଆସୁଛି। ଆଉ ଆଜି ଡାକ୍ତର ରାମଚନ୍ଦନୀ ଏହି ସହାୟତା ରାଶି ପୀଡିତ ବାଳକ କୁ ଦେବାପରେ ପରିବାର ଲୋକେ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ବାଇଟ-3-ପୁଡିତ ଙ୍କ ସମ୍ପର୍କୀୟ ମହିଳା, ବୃଦ୍ଧା ସ୍ତ୍ରୀ।
ବାଇଟ-4-ଲିପିକା ଅର୍ଚନାମୟୀ ନନ୍ଦ,କାଉନସିଲର,ART centre, Burla.

Conclusion:ପୂର୍ବରୁ ଡାକ୍ତର ରାମଚାନ୍ଦନୀ କୁଷ୍ଠ ରୋଗୀଙ୍କୁ ବୋହି ରାସ୍ତା ପାରି କରାଇବା ସହ ଅନେକ ସମୟରେ ଗରିବ ରୋଗୀଙ୍କ ସହାୟତା କରି ଚର୍ଚ୍ଚା ସାଉଁଟିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.