ETV Bharat / state

ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଛେଦ ଦାବି କଲା OGCEA - ଉଛେଦ ଦାବି କଲା OGCEA

ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଙ୍ଘର ବିକ୍ଷୋଭ । ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମକୁ ଉଛେଦ କରିବା ନେଇ ଜୋର ଧରିଲା ଦାବି । ଅଧିକ ପଢନ୍ତୁ

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଛେଦ ଦାବି କଲା OGCEA

author img

By

Published : Jul 28, 2022, 11:01 PM IST

ସମ୍ବଲପୁର : ସମ୍ବଲପୁରରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଙ୍ଘର ବିକ୍ଷୋଭ ପ୍ରଦର୍ଶନ । ଏହାସହ ଦସ୍ତଖତ ଅଭିଯାନ । ରାଜ୍ୟ ସରକାରଙ୍କ 2013 ମସିହାର ଓଡିଶା ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମକୁ ଉଛେଦ କରିବା ଦାବି ନେଇ ଏହି ଦସ୍ତଖତ ଅଭିଯାନ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଛେଦ ଦାବି କଲା OGCEA.

ସୂଚନାନୁସାରେ ରାଜ୍ୟ ସରକାରଙ୍କ ଓଡିଶା ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ଦାବି କରିଛି ସଙ୍ଘ । ଚୁକ୍ତିଭିତ୍ତିକ ପ୍ରଥମ ୬ବର୍ଷକୁ ମଧ୍ୟ ଚାକିରୀ ଅବଧିରେ ଗଣନା କରାଯାଉ ବୋଲି ସଙ୍ଘ ଦାବି କରିଛି । ଏହାସହ ସରକାରୀ ଚାକିରୀର ସବୁ ସୁବିଧା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଧ୍ୟ ଦିଆଯାଉ ବୋଲି ସଙ୍ଘ ଦାବି କରିଛି । ଏନେଇ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.