ETV Bharat / state

ଆଜି ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ - ନୂଆଁଖାଇ

ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଆଜି ହେବ ଶୁଭଲଗ୍ନ ଧାର୍ଯ୍ୟ । ଆଜି ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିର ଠାରେ ଅପରାହ୍ନ 4 ଟାରୁ 5 ଟା ମଧ୍ୟରେ ଏହି ଶୁଭଲଗ୍ନ ସ୍ଥିର ହେବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 24, 2019, 10:20 AM IST

ସମ୍ବଲପୁର: ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଆଜି ହେବ ଶୁଭଲଗ୍ନ ଧାର୍ଯ୍ୟ । ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିରରେ ଆଜି ପରମ୍ପରା ମୁତାବକ ଅପରାହ୍ନ 4ଟାରୁ 5ଟା ମଧ୍ୟରେ ପଣ୍ଡିତମାନେ କେଉଁ ସମୟରେ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ଠାରେ ନୂଆଁଖାଇ ଦିନ ନବାନ୍ନ ଲାଗି ହେବ ତାହା ନିର୍ଦ୍ଧାରଣ କରିବେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସେନେଇ ଆଜି ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିର ଠାରେ ଅପରାହ୍ନ 4 ଟାରୁ 5 ଟା ମଧ୍ୟରେ ଏହି ଶୁଭଲଗ୍ନ ସ୍ଥିର ହେବ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ଏହି ବୈଠକରେ ଆଜି ସମ୍ବଲପୁରର ପଣ୍ଡିତମାନେ ପରମ୍ପରା ଅନୁଯାୟୀ ପ୍ରଥମେ ବିଷ୍ଣୁ ସହସ୍ର ନାମ ପାଠ କଲା ପରେ ନୂଆଁ ଖାଇ ପାଇଁ ଶୁଭଲଗ୍ନ ସ୍ଥିର କରିବେ ।

ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପରବର୍ତ୍ତୀ ଦିନ ନନ୍ଦୋତ୍ସଵ ଦିନ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥାଏ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ପାଇଁ ଆଜି ହେବ ଶୁଭଲଗ୍ନ ଧାର୍ଯ୍ୟ। ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିର ରେ ଆଜି ପରମ୍ପରା ମୁତାବକ ଅପରାହ୍ନ 4 ଟା ରୁ 5 ଟା ମଧ୍ୟରେ ପଣ୍ଡିତ ମାନେ କେଉଁ ସମୟରେ ସମଲେଶ୍ୱରୀ ଙ୍କ ଠାରେ ନୁଆଁଖାଇ ଦିନ ନବାନ୍ନ ଲାଗି ହେବ ତାହା ନିର୍ଦ୍ଧାରନ କରିବେBody:ଆଜି ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିର ଠାରେ ଅପରାହ୍ନ 4 ଟାରୁ 5 ଟା ମଧ୍ୟରେ ନୁଆଁଖାଇ ପାଇଁ ଶୁଭଲଗ୍ନ ସ୍ଥିର ହେବ। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ଏ ଆହୁତ ବୈଠକରେ ଆଜି ସମ୍ବଲପୁର ର ପଣ୍ଡିତ ମାନେ ପରମ୍ପରା ଅନୁଯାୟୀ ପ୍ରଥମେ ବିଷ୍ଣୁ ଶହସ୍ର ନାମ ପାଠ କଲା ପରେ ନୂଆଁ ଖାଇ ପାଇଁ ଶୁଭଲଗ୍ନ ସ୍ଥିର କରିବେ।Conclusion:ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପରବର୍ତ୍ତୀ ଦିନ ନନ୍ଦୋତ୍ସଵ ଦିନ ନୁଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇ ଥାଏ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.