ETV Bharat / state

ଗୁରୁବାର ଖୋଲିବ ହୀରାକୁଦ ଗେଟ୍ - ଜିଲ୍ଲା ପ୍ରଶାସନ

ଗୁରୁବାର ଦିନ 10 ଟା ପରେ ଯେକୌଣସି ସମୟରେ ହୀରାକୁଦରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

tommow-gate-will-open-tommorrow
ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍
author img

By

Published : Jun 24, 2020, 6:41 PM IST

Updated : Jun 24, 2020, 7:22 PM IST

ସମ୍ବଲପୁର: ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍। ଗୁରୁବାର ଦିନ 10 ଟା ପରେ ଯେକୌଣସି ସମୟରେ ହୀରାକୁଦରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ଖୋଲିବ ହୀରାକୁଦ ଗେଟ୍

ଗୁରୁବାର ପାରମ୍ପରିକ ପୂଜାର୍ଚ୍ଚନା ପରେ ହୀରାକୁଦର 7 ନମ୍ବର ସୁଇସ ଗେଟ୍ ଦେଇ ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ଏନେଇ ହୀରାକୁଦ ଡ୍ୟାମର ତଳ ମୁଣ୍ଡରେ ଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ ଇତିହାସରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜୁନ ମାସରେ ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ପୂର୍ବରୁ ଜୁଲାଇ ମାସରେ ହୀରାକୁଦର ପ୍ରଥମ ବନ୍ୟା ଜଳ ଛଡ଼ାଯିବାର ନୀତି ରହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Jun 24, 2020, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.