ETV Bharat / state

ସମ୍ବଲପୁରରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ - ସମ୍ବଲପୁର କୋରୋନା

ଅହମଦାବାଦରୁ ଫେରି ଜଣେ ପ୍ରବାସୀ ଶ୍ରମିକ କ୍ବାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ଏବେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ..

ସମ୍ବଲପୁରରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ, ଚିକିତ୍ସା ଜାରି

author img

By

Published : May 17, 2020, 2:34 PM IST

ସମ୍ବଲପୁର: ରାଜ୍ୟରେ କୋରୋନା ବ୍ୟାପିଥିବାବେଳେ, ସମ୍ବଲପୁରରେ ପ୍ରଥମ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି (ରବିବାର) ବ୍ୟକ୍ତି ଜଣଙ୍କ ରେଢ଼ାଖୋଲ ଉପଖଣ୍ଡ ଲୁହାପଙ୍କ ଅଞ୍ଚଳର 18 ବର୍ଷୀୟ ଯୁବକ ।

ସମ୍ବଲପୁରରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ, ଚିକିତ୍ସା ଜାରି

ସେ ଗତ 11 ତାରିଖରେ ଅହମଦାବାଦରୁ ଫେରିଥିଲେ। ସେ ଲୁହାପଙ୍କର କ୍ବାରେଣ୍ଟାଇନ ସେଣ୍ଟରେ ଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି। ଏହା ସହ ବର୍ତ୍ତମାନ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ତେବେ ଏନେଇ ଭୟଭୀତ ହେବାର କୌଣସି ପ୍ରଶ୍ନ ନାହିଁ ବୋଲି ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.