ETV Bharat / state

ବିଗ୍‌ ବଜାର ବିଲ୍ଡିଂରେ ବାଜିଲା ସାଇରନ, ଉଦ୍ଧାର କଲା ଅଗ୍ନିଶମ ! - fire-mock-drill-program

ସମ୍ବଲପୁରରେ ଅଗ୍ନିଶମ ବିଭାଗର ମକ ଡ୍ରିଲ । ଅଗ୍ନିଶମ ନିରାପତ୍ତା ସପ୍ତାହ ଅବସରରେ ଆଜି(ଶୁକ୍ରବାର) ସମ୍ବଲପୁର ବିଗ ବଜାରରେ ଅଗ୍ନିଶମ ବିଭାଗର ମକ ଡ୍ରିଲ ଆୟୋଜିତ ହୋଇଛି । ଅଧିକ ପଢନ୍ତୁ...

fire-mock-drill-program-held-in-Sambalpur
ଅଗ୍ନିଶମ ବିଭାଗର ମକ୍ ଡ୍ରିଲ
author img

By

Published : Apr 16, 2021, 8:00 PM IST

ସମ୍ବଲପୁର: ସମ୍ବଲପୁରରେ ଅଗ୍ନିଶମ ବିଭାଗର ମକ ଡ୍ରିଲ । ଅଗ୍ନିଶମ ନିରାପତ୍ତା ସପ୍ତାହ ଅବସରରେ ଆଜି(ଶୁକ୍ରବାର) ସମ୍ବଲପୁର ବିଗ ବଜାରରେ ଅଗ୍ନିଶମ ବିଭାଗର ମକ ଡ୍ରିଲ ଆୟୋଜିତ ହୋଇଛି ।

ଏପ୍ରିଲ 14 ରୁ 20 ପର୍ଯ୍ୟନ୍ତ ଅଗ୍ନିଶମ ନିରାପତ୍ତା ସପ୍ତାହ ଭାବେ ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଅଗ୍ନିଶମ ବିଭାଗର ମକ୍ ଡ୍ରିଲ

ଆଜି ସମ୍ବଲପୁର ମୁଦୀପଡା ଛକରୁ ରେଳଷ୍ଟେସନ ରାସ୍ତାରେ ଥିବା ବିଗ ବାଜାର ବିଲଡିଂରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ ଡ୍ରିଲ ଆୟୋଜନ କରାଯାଇଛି । ଏହି ଅବସରରେ ବିଗ ବଜାରର ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଦାରଖ କରାଯିବା ସହ ଲୋକଙ୍କୁ ଅଗ୍ନି ଦୁର୍ଘଟଣାରୁ ବଞ୍ଚିବା ପାଇଁ ସଚେତନତା କରାଯାଇଛି । ଏହା ସହ ଆଜି ସମ୍ବଲପୁର ସହରରେ ଅଗ୍ନିଶମ ବିଭାଗର 6 ଟି ଗାଡି ବିଭିନ୍ନ ସ୍ଥାନରେ ଅଗ୍ନି ନିରାପତ୍ତା ଜନିତ ସଚେତନତା କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.