ETV Bharat / state

କୁକୁଡ଼ା ପାଳନ କରି ସ୍ଵାବଲମ୍ବୀ ହେବେ ଭିନ୍ନକ୍ଷମ, ମିଳିଲା ପ୍ରୋତ୍ସାହନ ରାଶି - ଭିନ୍ନକ୍ଷମଙ୍କୁ ସ୍ଵବାଲମ୍ବୀ କରିବାକୁ କୁକୁଡ଼ା ପାଳନ

ଏଥର ଭିନ୍ନକ୍ଷମମାନେ ହେବେ ସ୍ବାବଲମ୍ବୀ । ଏନେଇ ସମ୍ବଲପୁର ଆଞ୍ଚଳିକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଜିଲ୍ଲା ପଶୁ ସମ୍ପଦ ବିକାଶ ସହ ମିଳିତ ଅନୁକୂଲ୍ୟରେ ଭିନ୍ନକ୍ଷମ ମାନଙ୍କୁ କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଭିନ୍ନକ୍ଷମଙ୍କୁ ସ୍ଵାବଲମ୍ବୀ କରିବାକୁ କୁକୁଡ଼ା ପାଳନକୁ ପ୍ରୋତ୍ସାହନ

author img

By

Published : Mar 9, 2021, 3:23 PM IST

ସମ୍ବଲପୁର: ଏଥର ଭିନ୍ନକ୍ଷମମାନେ ହେବେ ସ୍ବାବଲମ୍ବୀ । ଏନେଇ ସମ୍ବଲପୁର ଆଞ୍ଚଳିକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଜିଲ୍ଲା ପଶୁ ସମ୍ପଦ ବିକାଶ ସହ ମିଳିତ ଅନୁକୂଲ୍ୟରେ ଭିନ୍ନକ୍ଷମ ମାନଙ୍କୁ କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି । ଏପରିକି କୁକୁଡ଼ା ପାଳନ ପାଇଁ ଏକ କୁକୁଡ଼ା ରଖିବା ଘର ପାଇଁ ମଧ୍ୟ ଖର୍ଚ୍ଚ ପ୍ରଦାନ କରାଯାଉଛି।

ଭିନ୍ନକ୍ଷମଙ୍କୁ ସ୍ଵାବଲମ୍ବୀ କରିବାକୁ କୁକୁଡ଼ା ପାଳନକୁ ପ୍ରୋତ୍ସାହନ

ସମ୍ବଲପୁର ଜିଲ୍ଲାର 350 ଜଣ ଭିନ୍ନକ୍ଷମଙ୍କୁ 4 ମାସିଆ କୁକୁଡ଼ା ଚିଆଁ 50 ଟି ଲେଖାଏଁ ପ୍ରଦାନ କରାଯାଇଛି। ଏଥି ପାଇଁ ସବୁ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପକ୍ଷରୁ ମାସିକ 5ଶହ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.