ETV Bharat / state

ଲକଡାଉନ ସମୟରେ ଘରେ ରହିବାକୁ ଜିଲ୍ଲାପାଳଙ୍କ ଅପିଲ

ଏବେ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ବିଶେଷକରି ଏହି ସମ୍ବେଦନଶୀଳ ସମୟରେ ସମସ୍ତେ ଧୈର୍ଯ୍ୟ ଧରି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ରହିବାକୁ ସମ୍ବଲପୁର ବାସୀଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ଶୁଭମ ସକ୍ସେନା । ଅଧିକ ପଢନ୍ତୁ...

author img

By

Published : Apr 9, 2020, 6:41 PM IST

District Magistrate's appeal to stay home during Lockdown
ଲକଡାଉନ ସମୟରେ ଘରେ ରହିବାକୁ ଜିଲ୍ଲାପାଳଙ୍କ ଅପିଲ

ସମ୍ବଲପୁର: ଏବେ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ବର୍ତ୍ତମାନ ପରିସ୍ଥିତିରେ ଘରେ ରହିବାକୁ ସମସ୍ତଙ୍କ ନିବେଦନ କରୁଛନ୍ତି ସରକାର । ବିଶେଷକରି ଏହି ସମ୍ବେଦନଶୀଳ ସମୟରେ ସମସ୍ତେ ଧୈର୍ଯ୍ୟ ଧରି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ରହିବାକୁ ସମ୍ବଲପୁର ବାସୀଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ଶୁଭମ ସକ୍ସେନା ।

ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ କର୍ମଚାରୀ, ଡାକ୍ତର,ସମସ୍ତେ ସର୍ବଦା ଆପଙ୍କର ସହଯୋଗ ପାଇଁ ଅଛନ୍ତି । ତେବେ ଏହି ମହାଯୁଦ୍ଧରେ ଜିତିବାକୁ ହେଲେ ସାମାଜିକ ଦୂରତ୍ବ ରକ୍ଷା କରି ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.