ETV Bharat / state

ଚାଷୀ ନେତାଙ୍କ ଗିରଫଦାରୀକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ନିୟମଗିରି ଆନ୍ଦୋଳନର ତଥା ପଶ୍ଚିମ ଓଡିଶାର କୃଷକ ସମନ୍ବୟ ସମିତିର ପ୍ରମୁଖ ଚାଷୀନେତା ଲିଙ୍ଗରାଜ ଆଜାଦଙ୍କ ଗିରଫ ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

author img

By

Published : Mar 11, 2019, 11:40 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ନିୟମଗିରି ଆନ୍ଦୋଳନର ତଥା ପଶ୍ଚିମ ଓଡିଶାର କୃଷକ ସମନ୍ବୟ ସମିତିର ପ୍ରମୁଖ ଚାଷୀନେତା ଲିଙ୍ଗରାଜ ଆଜାଦଙ୍କ ଗିରଫ ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ବିନା କାରଣରେ ଲିଙ୍ଗରାଜଙ୍କୁ ଗିରଫ କରାଯାଇଥିବାରୁ ପ୍ରତିବାଦ ସହ ସମ୍ବଲପୁରରେ ଚାଷୀ ନେତାମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି।

ଯଦି ଏନେଇ କୌଣସି ପଦକ୍ଷେପ ନିଆ ନ ଯାଏ, ତା ହେଲେ ଆଗକୁ ଭୟାବହ ପରିସ୍ଥିତି ହେବ ବୋଲି ଚାଷୀମାନେ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

ଚାଷୀ ନେତାଙ୍କ ଗିରଫଦାରୀକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସମ୍ବଲପୁର: ନିୟମଗିରି ଆନ୍ଦୋଳନର ତଥା ପଶ୍ଚିମ ଓଡିଶାର କୃଷକ ସମନ୍ବୟ ସମିତିର ପ୍ରମୁଖ ଚାଷୀନେତା ଲିଙ୍ଗରାଜ ଆଜାଦଙ୍କ ଗିରଫ ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

ବିନା କାରଣରେ ଲିଙ୍ଗରାଜଙ୍କୁ ଗିରଫ କରାଯାଇଥିବାରୁ ପ୍ରତିବାଦ ସହ ସମ୍ବଲପୁରରେ ଚାଷୀ ନେତାମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି।

ଯଦି ଏନେଇ କୌଣସି ପଦକ୍ଷେପ ନିଆ ନ ଯାଏ, ତା ହେଲେ ଆଗକୁ ଭୟାବହ ପରିସ୍ଥିତି ହେବ ବୋଲି ଚାଷୀମାନେ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.