ETV Bharat / state

ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ; ସମଲେଶ୍ବରୀ, ହୀରାକୁଦ ପାଇଁ ଦିଆଯିବ ପାଣ୍ଠି

ସମ୍ବଲପୁରରେ ମା' ସମଲେଶ୍ବରୀଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହୀରାକୁଦ ଜଳଭଣ୍ଡାରକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ଆହୁରି ଉନ୍ନତି କରିବା ଓ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ତରକୁ ଆଣିବାକୁ ପ୍ରୟାସ କରାଯିବାନେଇ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

sambalpur
ସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି
author img

By

Published : Jan 21, 2020, 7:39 PM IST

ସମ୍ବଲପୁର: ମଙ୍ଗଳବାର ବରଗଡ ଗସ୍ତ ସାରି ସମ୍ବଲପୁର ଆସି ମା' ସମଲେଶ୍ବରୀଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶା ବାସୀଙ୍କ ଶୁଭ ମନାସୀ ପ୍ରାର୍ଥନା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସର ସେ ସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ ପାଇଁ ଆଗକୁ ଯୋଜନା ପ୍ରସ୍ତୁତ କରାଯାଇ ଏହାକୁ ଆବଶ୍ୟକ ପଡ଼ୁଥିବା ପାଣ୍ଠି ଦିଆଯିବ ବୋଲି କହିଛନ୍ତି। ଏହାସହ ହୀରାକୁଦ ଜଳଭଣ୍ଡାରକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ଆହୁରି ଉନ୍ନତି କରିବା ଓ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ତରକୁ ଆଣିବାକୁ ପ୍ରୟାସ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ନବୀନ ।

ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ; ସମଲେଶ୍ବରୀ, ହୀରାକୁଦ ପାଇଁ ଦିଆଯିବ ପାଣ୍ଠି

ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, କୁଚିଣ୍ଡା ବିଧୟକ କିଶୋର ନାଏକ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Intro:ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତ ସାରି ସମ୍ବଲପୁର ଆସି ସମଲେଶ୍ୱରୀ ମନ୍ଦିର କୁ ଆସିଥିଲେ।ଏଠାରେ ସେ ମା ସମଲେଶ୍ୱରୀ ଙ୍କ ଦର୍ଶନ କରି ଓଡ଼ିଶା ବାସୀ ଙ୍କ ଶୁଭ ମନାସୀ ପ୍ରାର୍ଥନା କରିଥିବା କହିଛନ୍ତି।

Body:ଏହି ଅବସର ସେ ସମଲେଶ୍ୱରୀ ମନ୍ଦିର ର ଉନ୍ନତିକରଣ ପାଇଁ ଆଗକୁ ଯୋଜନା ପ୍ରସ୍ତୁତ କରାଯାଇ ଏହାକୁ ଆବଶ୍ୟକ ପଡ଼ୁଥିବା ପାଣ୍ଠି ଦିଆଜିବ ବୋଲି କହିଛନ୍ତି। ଏହି ଅବସରରେ ସେ ହୀରାକୁଦ ଜଳଭଣ୍ଡାର କୁ ପର୍ଯ୍ୟଟନ କ୍ଷେତ୍ର ଭାବେ ଆହୁରି ର ଉନ୍ନତି କରିବା ଓ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ତରୁକୁ ଆଣିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି ।

Conclusion:ଆଜିର ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର,ରେଙ୍ଗାଲୀ ବିଧାୟକ ନାଉରୀ ନାଏକ,କୁଚିଣ୍ଡା ବିଧୟକ କିଶୋର ନାଏକ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ସମ୍ବଲପୁର ର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ବାଇଟ-1-ମୁଖ୍ୟମନ୍ତ୍ରୀ।
ବାଇଟ-2-ଜୟ ନାରାୟଣ ମିଶ୍ର, ବିଧାୟକ,ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.