ETV Bharat / state

ପଶ୍ଚିମ ଓଡିଶାରୁ ମୁଖ୍ୟମନ୍ତ୍ରୀ ଲଢିବା ପ୍ରସଙ୍ଗ, 'ଦେବୁ କଡ୍ଡା ଟକ୍କର'

ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିପାରନ୍ତି। ଏମିତି କିଛି ଚର୍ଚ୍ଚା ବର୍ତ୍ତମାନ ବେଶ ଚାଲିଛି ନିର୍ବାଚନୀ କ୍ୟାମ୍ପରେ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର
author img

By

Published : Mar 17, 2019, 10:02 PM IST

ସମ୍ବଲପୁର: ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିପାରନ୍ତି। ଏମିତି କିଛି ଚର୍ଚ୍ଚା ବର୍ତ୍ତମାନ ବେଶ ଚାଲିଛି ନିର୍ବାଚନୀ କ୍ୟାମ୍ପରେ। ତେବେ ଏହି ଚର୍ଚ୍ଚା ଜୋର ଧରିବା ପରେ ଏନେଇ ସମ୍ବଲପୁରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି।

ଭିଡିଓ ସୌଜନ୍ୟ ସମ୍ବାଦଦାତା, ସମ୍ବଲପୁର

ଏହି ଚର୍ଚ୍ଚା ବିଷୟରେ ଶୁଣିବା ପରେ ଏହାକୁ ସ୍ବାଗତ କରିଛନ୍ତି ଜୟନାରାୟଣ। ସେ କହିଛନ୍ତି ଯେ, ଯଦି ତାଙ୍କ ଦଳ ଚାହିଁବ ତାହେଲେ ସେ ନବୀନଙ୍କ ବିରୁଦ୍ଧରେ ନିର୍ବାଚନରେ ଓହ୍ଲାଇବେ ଓ ଭଲ ଫଳାଫଳ କରି ଦେଖାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜୟନାରାୟଣ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

ପଶ୍ଚିମ ଓଡିଶାରୁ ମୁଖ୍ୟମନ୍ତ୍ରୀ ଲଢିବା ପ୍ରସଙ୍ଗ, 'ଦେବୁ କଡ୍ଡା ଟକ୍କର'

ସମ୍ବଲପୁର: ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିପାରନ୍ତି। ଏମିତି କିଛି ଚର୍ଚ୍ଚା ବର୍ତ୍ତମାନ ବେଶ ଚାଲିଛି ନିର୍ବାଚନୀ କ୍ୟାମ୍ପରେ। ତେବେ ଏହି ଚର୍ଚ୍ଚା ଜୋର ଧରିବା ପରେ ଏନେଇ ସମ୍ବଲପୁରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି।

ଏହି ଚର୍ଚ୍ଚା ବିଷୟରେ ଶୁଣିବା ପରେ ଏହାକୁ ସ୍ବାଗତ କରିଛନ୍ତି ଜୟନାରାୟଣ। ସେ କହିଛନ୍ତି ଯେ, ଯଦି ତାଙ୍କ ଦଳ ଚାହିଁବ ତାହେଲେ ସେ ନବୀନଙ୍କ ବିରୁଦ୍ଧରେ ନିର୍ବାଚନରେ ଓହ୍ଲାଇବେ ଓ ଭଲ ଫଳାଫଳ କରି ଦେଖାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜୟନାରାୟଣ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.