ETV Bharat / state

ଥାନା ସାମ୍ନାରେ ଭଉଣୀକୁ ହତ୍ୟା କଲା ଭାଇ ! - ଥାନା ସମ୍ମୁଖରେ ଭଉଣୀକୁ ହତ୍ୟା କଲା ଭାଇ

ଥାନା ସମ୍ମୁଖରେ ଭଉଣୀକୁ ହତ୍ୟା କଲା ଭାଇ । ରେଢ଼ାଖୋଲ ଉପଖଣ୍ଡ କିସୀଣ୍ଡା ଥାନା ଅଞ୍ଚଳରେ ଘଟଣା। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଖୋଜୁଛି। ଅଧିକ ପଢନ୍ତୁ

brother killed sister
ଭଉଣୀକୁ ହତ୍ୟା କଲା ଭାଇ
author img

By

Published : Jan 19, 2022, 9:57 PM IST

Updated : Jan 19, 2022, 10:09 PM IST

ସମ୍ବଲପୁର: ଥାନା ସମ୍ମୁଖରେ ଭଉଣୀକୁ ହତ୍ୟା କଲା ଭାଇ । ରେଢ଼ାଖୋଲ ଉପଖଣ୍ଡ କିସୀଣ୍ଡା ଥାନା ଅଞ୍ଚଳରେ ଘଟଣା। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଖୋଜୁଛି।

ଆଜି ସନ୍ଧ୍ୟା ପ୍ରାୟ 6ଟା ସମୟରେ କୁମାରୀ ମେହେର ଥାନାକୁ ଆସୁଥିବା ବେଳେ କକା ପୁଅ ଭାଇ ଥାନା ସମ୍ମୁଖରେ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୋଗ ହୋଇଛି। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି କୌଣଷି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ ।

ତେବେ ମୃତକ ହେଲେ କିସୀଣ୍ଡା ଥାନା ଅନ୍ତର୍ଗତ ଲୋଇସିଙ୍ଗ ଗାଁର ଦେବା ନନ୍ଦ ମେହେରଙ୍କ ପତ୍ନୀ କୁମାରୀ ମେହେର(35) । ଅଭିଯୁକ୍ତ ଜଣକ ହେଲେ ମୃତକଙ୍କ କକା ପୁଅ ଭାଇ କ୍ଷୀରୋଦ ରୋହିଦାସ । ତେବେ ହତ୍ୟାକାଣ୍ଡର ସଠିକ କାରଣ ଜଣା ପଡିନଥିଲେ ମଧ୍ୟ ପାରିବାରିକ କଳହ ଲାଗି ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jan 19, 2022, 10:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.