ETV Bharat / state

Action Against Advocates: ସମ୍ବଲପୁରର 29 ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କଲା BCI

ସମ୍ବଲପୁର କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ କଠୋର ହେଲା ବାର କାଉନସିଲ ଅଫ ଇଣ୍ଡିଆ ( Bar Council of India ) । ସମ୍ବଲପୁର ବାରର ୨୯ ଜଣ ଆଇନଜୀବିଙ୍କ ଲାଇସେନ୍ସ ଦେଢ ବର୍ଷ (୧୮ ମାସ) ପାଇଁ ସସପେଣ୍ଡ କଲା ପରିଷଦ । ଅଧିକ ପଢନ୍ତୁ

author img

By

Published : Dec 12, 2022, 11:11 PM IST

Etv Bharat
Etv Bharat

ହାଇଦ୍ରାବାଦ: ସମ୍ବଲପୁର କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ କଠୋର ହେଲା ବାର କାଉନସିଲ ଅଫ ଇଣ୍ଡିଆ ( Bar Council of India ) । ସମ୍ବଲପୁର ବାରର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ଦେଢ ବର୍ଷ (୧୮ ମାସ) ପାଇଁ ସସପେଣ୍ଡ କଲା BCI । ଲାଇସେନ୍ସ ସସପେଣ୍ଡ ନେଇ ପ୍ରେସ ରିଲିଜ ଜାରି କଲା ବାର କାଉନସିଲ ଅଫ ଇଣ୍ଡିଆ (BCI) ।

ସମ୍ବଲପୁର ବାର 29 ଓକିଲଙ୍କ ଲାଇସେନ୍ସ   ସସପେଣ୍ଡ

ଓକିଲ ଆନ୍ଦୋଳନକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଆନ୍ଦୋଳରତ ସମସ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ଦେଇଥିଲେ ନିର୍ଦ୍ଦେଶ । ଏହାସତ୍ତ୍ୱେ ବାର କାଉନସିଲ ଓଫ ଇଣ୍ଡିଆ କୌଣସି ପଦକ୍ଷେପ ନେଇନଥିଲେ । ତେବେ ଆଜି (ସୋମବାର) ସମ୍ବଲପୁର ଓକିଲ ସଂଙ୍ଘ ଆନ୍ଦୋଳରତ ଥିବା ବେଳେ କୋର୍ଟ ପରିସରରେ ଧସ୍ତାଧସ୍ତି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି BCI ।

ସେହିପରି ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ବଲପୁର ବାରର ସମସ୍ତ ଓକିଲଙ୍କ ଲାଇସେନ୍ସ ସାମୟିକ ଭାବେ ମଧ୍ୟ ସସପେଣ୍ଡ କରିଛି ବାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.