ETV Bharat / state

ପାଣିଟାଙ୍କିରୁ ମିଳିଲା ମୃତଦେହ - water tank

ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡା ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତକ ଯୁବକ ଜଣକ ସୁରଜ ରାୟ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Mar 17, 2019, 2:56 PM IST

ସମ୍ବଲପୁର: ଝୁଲନ୍ତା ଅବସ୍ଥାରେ ପାଣି ଟାଙ୍କିରୁ ମୃତଦେହ ଉଦ୍ଧାର । ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡା ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତକ ଯୁବକ ଜଣକ ସୁରଜ ରାୟ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେହି ସୁରଜଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସମ୍ବଲପୁର ବାଦଶାହା ଜୁସମନ ରଣାଙ୍କ ରିପୋର୍ଟ, ଇଟିଭି ଭାରତ

Intro:Body:

Badaun: With Lok Sabha polls round the corner, problems are constantly increasing for Congress chief Rahul Gandhi. Now, a complaint has been registered against him at a CJM court in Badaun district of Uttar Pradesh for addressing JeM chief as Masood Azhar 'Ji'. The date of hearing in the case is March 23.

Along with his six colleagues, advocate Diwakar Sharma, a resident of Ujhani area in Badaun, has filed a complaint against Rahul in the CJM court. 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.