ETV Bharat / state

ଭିସୁଟର 4 ଅଧ୍ୟାପକ ନିଲମ୍ବିତ - 4 ଅଧ୍ୟାପକ ନିଲମ୍ବିତ

ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ)ର ଆଉ 4 ଅଧ୍ୟାପକ ନିଲମ୍ବିତ । ଶୃଙ୍ଖଳାଭଙ୍ଗ ଅଭିଯୋଗରେ ନିଲମ୍ବନ କରାଯାଇଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 26, 2019, 6:36 PM IST

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ)ର ଆଉ 4 ଅଧ୍ୟାପକ ନିଲମ୍ବିତ । ଶୃଙ୍ଖଳାଭଙ୍ଗ ଅଭିଯୋଗରେ ନିଲମ୍ବନ କରାଯାଇଥିବା ସୂଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବିଶ୍ବବିଦ୍ୟାଳୟରେ ଶୃଙ୍ଖଳାଭଙ୍ଗ ଅଭିଯୋଗରେ ପ୍ରଫେସର ପିକେ ପ୍ରଧାନ, ପ୍ରଫେସର ଦେବବ୍ରତ ଧୁପାଲ, ଏସୋସିଏଟ ପ୍ରଫେସର ସୁସ୍ମିତା ପାଢୀ ଓ ଆସିଷ୍ଟାଣ୍ଟ ପ୍ରଫେସର ସନ୍ତୋଷ ମାଝୀଙ୍କୁ ନିଲମ୍ବନ କରାଯାଇଛି ।

ପୂର୍ବରୁ ଅଗଷ୍ଟ 9 ତାରିଖରେ 3 ଜଣ ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ, ଅଧ୍ୟାପକ ମାନେ କୁଳପତି ଅଟଳ ଚୌଧୁରୀଙ୍କୁ ହଟାଇବା ପାଇଁ ଆନ୍ଦୋଳନ କରୁଥିଲେ ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

Intro:ସମ୍ୱଲପୁର ବୁର୍ଲା ଭିସୁଟ ଇଂଜିନିୟରିଂ ବିଶ୍ୱବିଦ୍ୟାଳୟ ର ଆହୁରି 4 ଜଣ ଅଧ୍ୟାପକ ଙ୍କୁ ନିଲମ୍ବନ କରାଯାଇଛି।ବିଶ୍ୱ ବିଦ୍ୟାଳୟ ରେ ଶୃଙ୍ଖଳା ଭଙ୍ଗ ଅଭିଯୋଗ ରେ ଏହି କାର୍ଯ୍ୟାନୁଷ୍ଠା ନ ନିଆଯାଇଥିବାର ସୂଚନା ମିଳିଛିBody:ନିଲମ୍ବିତ ହୋଇଥିବା ଅଧ୍ୟାପକ ମନେ ହେଲେ ପ୍ରଫେସର ପିକେ ପ୍ରଧାନ, ପ୍ରଫେସର ଦେବବ୍ରତ ଧୁପାଲ, ଏସୋସିଏଟ ପ୍ରଫେସର ସୁସ୍ମିତା ପାଢ଼ୀ ଓ ଆସିଷ୍ଟାଣ୍ଟ ପ୍ରଫେସର ସନ୍ତୋଷ ମାଝୀ। ପୂର୍ବରୁ ଅଗଷ୍ଟ 9 ତାରିଖରେ 3 ଜଣ ଅଧ୍ୟାପକ ଙ୍କୁ ନିଲମ୍ବିତ କରାଯାଇଛି।Conclusion:ସୂଚନାଯୋଗ୍ୟ ଯେ ଅଧ୍ୟାପକ ମାନେ କୁଳପତି ଅଟଳ ଚୁଧୁରୀଙ୍କୁ ହଟାଇବା ପାଇଁ ଆନ୍ଦୋଳନ କରୁଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.