ETV Bharat / state

ମହଙ୍ଗା ପଡିଲା ଆନ୍ଦୋଳନ, ଭିସୁଟର 3 ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର ବୁର୍ଲା ଭିସୁଟ 3 ଜଣ ଆନ୍ଦୋଳନରତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଜଣେ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ବେଳେ 2 ଜଣଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ 15 ଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଡିଜାଇନ ଫଟୋ
author img

By

Published : Aug 11, 2019, 4:36 AM IST

ସମ୍ବଲପୁର: ମହଙ୍ଗା ପଡିଲା ଆନ୍ଦୋଳନ । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟ (ଭିସୁଟ) ର ଆନ୍ଦୋଳନରତ 3 ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଜଣେ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ବେଳେ 2 ଜଣଙ୍କୁ ନିଲମ୍ବିତ କରାଯାଇଛି ।

ଡ.ପାଣ୍ଡବ ପାତ୍ର ଓ ଡ.ପ୍ରଦୀପ୍ତ ଦାସଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପ୍ରଫେସର ପୁଷ୍ପରାଜ ଦାସଙ୍କୁ ବହିଷ୍କାର କରାଯାଇଛି। ଏହା ସହ 15 ଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଦୀର୍ଘଦିନ ହେଲା ଏହି ଅଧ୍ୟାପକ ମାନେ କୁଳପତିଙ୍କୁ ହଟାଇବା ଦାବିରେ ଆନ୍ଦୋଳନ କରୁଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିଲା।

ଏପଟେ ଆଗାମୀ ଦିନରେ ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନର ରୂପରେଖ କଣ ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଆନ୍ଦୋଳନ କରୁଥିବା ଅଧ୍ୟାପକ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭିସୁଟ 3 ଜଣ ଆନ୍ଦୋଳନ ରତ ଅଧ୍ୟାପକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ।Body:ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ବା ଭିସୁଟ ର ଆନ୍ଦୋଳନ ରତ 3 ଅଧ୍ୟାପକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ।ଜଣେ ଅଧ୍ୟାପକ ଙ୍କୁ ବହିଷ୍କାର କରାଯାଇଥିବା ବେଳେ 2 ଜଣଙ୍କୁ ନିଲମ୍ବିତ କରାଯାଇଛି।ଏହା ସହ 15 ଜଣ ଅଧ୍ୟାପକଙ୍କୁ କାରଣ ଦର୍ଶଆ ନୋଟିସ ଜାରି କରାଯାଇଛି । ଡା ପାଣ୍ଡବ ପାତ୍ର ଓ ଡା ପ୍ରଦୀପ୍ତ ଦାସ ଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପ୍ରଫେସର ପୁଷ୍ପରାଜ ଦାସ ଙ୍କୁ ବହିଷ୍କାର କରାଯାଇଛି। ଦୀର୍ଘଦିନ ହେଲା ଏହି ଅଧ୍ୟାପକ ମାନେ କୂଳପତିଙ୍କୁ ହଟାଇବା ଦାବିରେ ଆନ୍ଦୋଳନ କରୁଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିଲା।Conclusion:ଆଗାମୀ ଦିନରେ ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ର ରୂପରେଖ କଣ ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଆନ୍ଦୋଳନ କରୁଥିବା ଅଧ୍ୟାପକ କହିଛନ୍ତି।
ବାଇଟ-1- ଆନ୍ଦୋଳନ ରତ ଅଧ୍ୟାପକ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.