ETV Bharat / state

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ 2ଟି ଗେଟ୍

author img

By

Published : Aug 21, 2019, 9:26 AM IST

Updated : Aug 21, 2019, 10:25 AM IST

ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ କମ୍ ବର୍ଷାଜଳ ପ୍ରବେଶ କରୁଥିବାରୁ ବନ୍ଦ ହେଲା ଆଉ 2ଟି ଗେଟ୍ ।

ଫାଇଲ ଫଟୋ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ 2ଟି ଗେଟ୍ ବନ୍ଦ କରାଯାଇଛି । ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ଅପେକ୍ଷାକୃତ କମ୍‌ ବର୍ଷାଜଳ ପ୍ରବେଶ କରୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁସାରେ ମଙ୍ଗଳବାର ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ କରି ମୋଟ୍‌ 10ଟି ଗେଟ ବନ୍ଦ କରାଯାଇଥିବା ବେଳେ ବୁଧବାର ଆଉ 2ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 619.31 ଫୁଟ ରହିଛି । ଏହି ସମୟରେ ଜଳଭଣ୍ଡାରକୁ 63796 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ କେବଳ 2ଟି ସ୍ଲ୍ୟୁଇସ ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

KIIK

Conclusion:
Last Updated : Aug 21, 2019, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.