ETV Bharat / state

ସମ୍ବଲପୁରରେ 127 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Sep 15, 2020, 8:24 PM IST

ମଙ୍ଗଳବାର ସମ୍ବଲପୁର ଜିଲ୍ଲାରୁ ପୁଣି 127 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 2 ଜଣ କୋଭିଡ ଯୋଦ୍ଧା ଆକ୍ରାନ୍ତ ଅଛନ୍ତି । ଅଧିକ ପଢନ୍ତୁ...

127 new corona cases in sambalpur
ସମ୍ବଲପୁରରେ 127 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ମଙ୍ଗଳବାର ସମ୍ବଲପୁର ଜିଲ୍ଲାରୁ ପୁଣି 127 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 2 ଜଣ କୋଭିଡ ଯୋଦ୍ଧା ଅଛନ୍ତି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ, ରେଙ୍ଗାଲୀ, ଯୁଜୁମୁରା, ରେଢାଖୋଲ, କୁଚିଣ୍ଡା ଅଞ୍ଚଳର ଅଟନ୍ତି । ସମସ୍ତ ଆକ୍ରାନ୍ତ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠେଇ ଦିଆଯାଇଛି । ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4244 ହୋଇଥିବାବେଳେ 3250 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ 977 ଆକ୍ଟିଭ କେସ ରହିଛି । ଏହାସହ ଆଜି ସମ୍ବଲପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.