ETV Bharat / state

ବିଦ୍ୟୁତ ଆଘାତରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଚନ୍ଦ୍ରପୁର-ମୁନିଗୁଡା ରାସ୍ତା ଅବରୋଧ - demand

ବିଦ୍ୟୁତ ସଂସ୍ପର୍ଶରେ ଜଣଙ୍କର ମୃତ୍ୟୁ ଘଟଣାରେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jun 17, 2019, 6:52 PM IST

Updated : Jun 17, 2019, 7:01 PM IST

ରାୟଗଡା: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଗତକାଲି ବିଦ୍ୟୁତ ସଂସ୍ପର୍ଶରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ ହୋଇଥିଲେ । ଆଜି ମୃତକ ଆଣ୍ଟନି ବିଭାରଙ୍କ ମୃତଦେହ ପହଞ୍ଚିବା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଚନ୍ଦ୍ରପୁର-ମୁନିଗୁଡା ରାସ୍ତାର ଗେରେଙ୍ଗାଗୁଡାଠାରେ ରାସ୍ତା ଅବରୋଧ ଯୋଗୁଁ ଠପ ହୋଇଛି ଗାଡି ଚଳାଚଳ । ତେବେ ଚନ୍ଦ୍ରପୁର ବ୍ଲକ ପ୍ରଶାସନ ଓ ମୁନିଗୁଡା ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଗତକାଲି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ ହୋଇଥିଲେ । ସେହି ଘଟଣାକୁ ନେଇ ଆଜି ମୃତକ ଆଣ୍ଟନି ଵିଭାରର ମୃତଦେହ ପହଂଚିବା ପରେ ପରିବାରକୁ କ୍ଷତିପୂରଣ ଦାବିରେ ଗେରେଙ୍ଗାଗୁଡା  ଠାରେ ଚନ୍ଦ୍ରପୁର ମୁନିଗୁଡା ରାସ୍ତାକୁ ଅଵୋରୋଧ କରିଛନ୍ତି ଗ୍ରାମବାସୀ । ତେବେ ଚନ୍ଦ୍ରପୁର ପ୍ରଶାସନ ଓ ମୁନିଗୁଡା SDPO ଘଟଣା ସ୍ଥଳରେ ରହି ବୁଝାସୁଝା ଜାରି ରଖିଛନ୍ତି ।Body:କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ।Conclusion:ଚନ୍ଦ୍ରପୁର
Last Updated : Jun 17, 2019, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.