ETV Bharat / state

ରାୟଗଡାରେ ବଢୁଛି ଲୁଟେରାଙ୍କ ଆତଙ୍କ ରାଜ୍ - ଲୁଟେରାଙ୍କ ରାଜ୍

ରାୟଗଡାରେ ବଢିଛି ଲୁଟେରାଙ୍କ ଦୌରାତ୍ମ୍ୟ । ଶୁକ୍ରବାର 3ଟି ସ୍ଥାନରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ ଉଦ୍ୟମ କରିଛନ୍ତି ଲୁଟେରା । 2 ଜଣଙ୍କ ଠାରୁ ଚେନ ଲୁଟିବାରେ ସଫଳ ହୋଇଥିବାବେଳେ ଗୋଟିଏ ସ୍ଥାନରେ ବିଫଳ ହୋଇଛନ୍ତି ।

ଲୁଟେରାଙ୍କ ଆତଙ୍କ ରାଜ୍
ରାୟଗଡାରେ ବଡୁଛି ଲୁଟେରାଙ୍କ ଆତଙ୍କ ରାଜ୍
author img

By

Published : Dec 6, 2019, 9:08 PM IST

ରାୟଗଡା: ଲୁଟେରାଙ୍କ ଚରାଭୂଇଁ ପାଲଟିଛି ରାୟଗଡା ସହର । ଦିନ ଦ୍ବିପ୍ରହରରେ ଲୁଟ କରି ଫେରାର୍ ହୋଇଯାଉଛନ୍ତି ଲୁଟେରା । କାହାକୁ ନିସ୍ତୁକ ମାଡ ମାରୁଛନ୍ତି ତ ଆଉ କାହା ବେକରୁ ଝାମ୍ପି ନେଉଛନ୍ତି ସୁନା ଗହଣା । ଭଲ ଭାବେ ଦେଖନ୍ତୁ ପୋଲିସ ହାତରେ ଲାଗିଥିବା ଏହି ସିସିଟିଭି ଫୁଟେଜକୁ । ଏହି ଫୁଟେଜ୍ ବୟାନ କରୁଛି କେମିତି ଲୁଟେରା ଲୁଟୁଛନ୍ତି ମହିଳାଙ୍କ ବେକରୁ ସୁନା ଚେନ ।

ରାୟଗଡାରେ ବଡୁଛି ଲୁଟେରାଙ୍କ ଆତଙ୍କ ରାଜ୍

ଶୁକ୍ରବାର ନ୍ୟୁ କଲୋନୀ ତୃତୀୟ ଲେନର ସୁଶିଳା ମହାପାତ୍ର ନାମକ ଜଣେ ମହିଳା ଫୁଲ ତୋଳୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି ପ୍ରାୟ ସାଢେ ତିନି ଭରି ଓଜନର ସୁନା ଚେନ୍ ଝାମ୍ପି ନେଇଥିଲେ । ସେହିପରି ଇନ୍ଦିରାନଗର ଅଞ୍ଚଳର ମହିଳା ବୁଲୁବାଳା ବେହେରାଙ୍କ ଠାରୁ ସମାନ ଢଙ୍ଗରେ ଦୁଇ ଜଣ ଲୁଟେରା ପ୍ରାୟ ସାଢେ ଦୁଇ ଭାରି ଓଜନର ସୁନା ଚେନ୍ ଝାମ୍ପିନେଇଥିଲେ ।

ଅନ୍ୟପଟେ ନେହେରୁ ନଗର ଅଞ୍ଚଳ ଅନ୍ୟ ଜଣେ ମହିଳା କେ.କନକ ଦୁର୍ଗାଙ୍କ ବେକରୁ ଚେନ୍ ଝାମ୍ପି ନେବାରେ ସକ୍ଷମ ନହେବାରୁ ମହିଳାଙ୍କୁ ଦୁର୍ବୃତ୍ତ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଏହି ଘଟଣାକୁ ନେଇ ରାୟଗଡା ଟାଉନ୍ ଥାନାରେ ତିନୋଟି ମାମଲା ରୁଜୁ କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରୁଥିବା ବେଳେ ତନାଘନା ଆରମ୍ଭ କରିଛି । ଅନ୍ୟପଟେ ଖୁବଶୀଘ୍ର ଅପରାଧି ମାନଙ୍କୁ କାବୁ କରାଯିବ ବୋଲି କହିଛିନ୍ତି ରାୟଗଡା ଏସଡିପିଓ । ଗତ ଏକ ବର୍ଷ ଭିତରେ ରାୟଗଡା ସହରରେ ପ୍ରାୟ 10ରୁ ଅଧିକ ଛିନତାଇ ଘଟଣା ନଜରକୁ ଆସିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଲୁଟେରାଙ୍କ ଚରାଭୂଇଁ ପାଲଟିଛି ରାୟଗଡା ସହର Body:ଲୁଟେରାଙ୍କ ଚରାଭୂଇଁ ପାଲଟିଛି ରାୟଗଡା ସହର । ଦିନ ଦିପହରରେ ଲୁଟ କରି ଫେରାର୍ ହୋଇଯାଉଛନ୍ତି ଲୁଟେରା । କାହାକୁ ନିସ୍ତୁକ ମାଡ ମାରୁଛନ୍ତି ତ ଆଉ କାହା ବେକରୁ ଝାମ୍ପି ନେଉଛନ୍ତି ସୁନା ଗହଣା । ଭଲ ଭାବେ ଦେଖନ୍ତୁ ପୁଲିସ ହାତରେ ଲାଗିଥିବା ଏହି ସିସିଟିଭି ଫୁଟେଜ୍ କୁ । ଏହି ଫୁଟେଜ୍ ବୟାନ କରୁଛି କେମିତି ଲୁଟୁଛିନ୍ତି ମହିଳାଙ୍କ ବେକରୁ ସୁନା ଚେନ । ଆଜି ନ୍ୟୁ କଲୋନୀ ତୃତୀୟ ଲେନ୍ ର ସୁଶିଳା ମହାପାତ୍ର ନାମକ ଜଣେ ମହିଳା ଫୁଲ ତୋଳିଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି ପ୍ରାୟ ସାଢେ ତିନି ଭରି ଓଜନର ସୁନା ଚେନ୍ ଝାମ୍ପି ନେଇଥିଲେ । ସେହିପରି ଇନ୍ଦିରାନଗର ଅଞ୍ଚଳର ମହିଳା ବୁଲୁବାଳା ବେହେରାଙ୍କ ଠାରୁ ସମାନ ଢଙ୍ଗରେ ଦୁଇ ଜଣ ଲୁଟେରା ଆସି ପ୍ରାୟ ସାଢେ ଦୁଇ ଭାରି ଓଜନର ସୁନା ଚେନ୍ ଝାମ୍ପିନେଇଥିଲେ । ଅନ୍ୟପଟେ ନେହେରୁନଗର ଅଞ୍ଚଳ ଅନ୍ୟ ଜଣେ ମହିଳା କେ.କନକ ଦୁର୍ଗାଙ୍କ ବେକରୁ ଚେନ୍ ଝାମ୍ପି ନେବାରେ ସକ୍ଷମ ନହେବାରୁ ମହିଳା ଜଣଙ୍କୁ ଦୁର୍ବୃତ୍ତ ଆକ୍ରମଣ କରି ଲହୁଲୁହାନ୍ତ କରିଥିଲେ । Conclusion:ଏହି ଘଟଣାକୁ ନେଇ ରାୟଗଡା ଟାଉନ୍ ଥାନାରେ ତିନୋଟି ମାମଲା ରୁଜୁ କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ୍ କରୁଥିବା ବେଳେ ତନାଘନା ଆରମ୍ଭ କରିଛି । ଅନ୍ୟପଟେ ଖୁବଶୀଘ୍ର ଅପରାଧି ମାନଙ୍କୁ କାବୁକରାଯିବ ବୋଲି କହିଛିନ୍ତି ରାୟଗଡା ଏସଡିପିଓ । ଗତ ଏକ ବର୍ଷ ଭିତରେ ରାୟଗଡା ସହରରେ ପ୍ରାୟ 10ରୁ ଉର୍ଦ୍ଦ ଛିନତାଇ ଘଟଣା ନଜରକୁ ଆସିଛି । ତେବେ ଏ ଦିଗରେ ନିୟମିତ ପୁଲିସ ପେଟ୍ରୋଲିଙ୍ଗ୍ କଡାକଡି ହେବା ଜରୁରୀ ହୋଇପଡିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.