ETV Bharat / state

ରାୟଗଡାରେ ସ୍ନାନ ପୂର୍ଣ୍ଣିମା ପାଇଁ ଲାଗୁ ହେଲା ୧୪୪ ଧାରା

ରାୟଗଡାରେ ବି ସ୍ନାନ ଯାତ୍ରା ଉପଲକ୍ଷେ ୧୪୪ ଧାରା ଲାଗୁ । ଗୁରୁବାର ସନ୍ଧ୍ୟା ୬ଟା ଠାରୁ ଆସନ୍ତା ୬ ତାରିଖ ଭୋର ୬ଟା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପରିସର ସମେତ କୁମୁଦନ କ୍ଲିନିକ ଠାରୁ ଜଗନ୍ନାଥ ଫିଲିଙ୍ଗ ଷ୍ଟେସନ ଅଞ୍ଚଳକୁ ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ରାୟଗଡାରେ ସ୍ନାନ ପୂର୍ଣ୍ଣିମା ପାଇଁ ଲାଗୁ ହେଲା ୧୪୪ ଧାରା
ରାୟଗଡାରେ ସ୍ନାନ ପୂର୍ଣ୍ଣିମା ପାଇଁ ଲାଗୁ ହେଲା ୧୪୪ ଧାରା
author img

By

Published : Jun 4, 2020, 10:05 PM IST

ରାୟଗଡା: ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା ପାଳନ ନିମନ୍ତେ ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଛି । ଜନ ସମାଗମକୁ ଦୄଷ୍ଟିରେ ରଖି ଗୁରୁବାର ସନ୍ଧ୍ୟା ୬ଟା ଠାରୁ ଆସନ୍ତା ୬ ତାରିଖ ଭୋର ୬ଟା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପରିସର ସମେତ କୁମୁଦନ କ୍ଲିନିକ ଠାରୁ ଜଗନ୍ନାଥ ଫିଲିଙ୍ଗ ଷ୍ଟେସନ ଅଞ୍ଚଳକୁ ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ରାୟଗଡାରେ ସ୍ନାନ ପୂର୍ଣ୍ଣିମା ପାଇଁ ଲାଗୁ ହେଲା ୧୪୪ ଧାରା

ଏ ସବୁ ସ୍ଥାନକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସ୍ନାନ ଯାତ୍ରା ବେଳେ ମନ୍ଦିରରେ ଭକ୍ତଙ୍କ ସମାଗମକୁ ମନା କରାଯାଇଛି । ମନ୍ଦିରର ୩୧ ଜଣ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ସମସ୍ତେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ କାର୍ଯ୍ୟସୁଚୀ ଅନୁଯାୟୀ ଶୁକ୍ରବାର ସକାଳ ୮.୩୦ ଠାରୁ ପହଣ୍ଡି ଆରମ୍ଭ ହୋଇ ୯.୨୫ ପର୍ଯ୍ୟନ୍ତ ନୀତି କାନ୍ତି ଅନୁଷ୍ଠିତ ହେବ ବୋଲି ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.