ETV Bharat / state

ସରସ୍ଵତୀ ମାଝି ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ - ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ୨୦୨୨

ରାଜ୍ୟରେ ଚାଲିଛି ଗଣତନ୍ତ୍ରର ପର୍ବ । ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେଡ଼ିର ସରସ୍ୱତୀ ମାଝୀ । ଆଜି(ରବିବାର) ଅନୁଷ୍ଠିତ ନିର୍ବାଚନରେ ସରସ୍ଵତୀ ଏକ ମାତ୍ର ପ୍ରାର୍ଥୀନୀ ଭାବେ ନାମାଙ୍କନ ଦାଖଲ କରିଥିଲେ।

ସରସ୍ଵତୀ ମାଝି ନିର୍ଦ୍ବନ୍ଦ୍ୱରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ

author img

By

Published : Mar 13, 2022, 4:37 PM IST

ରାୟଗଡା: ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେଡ଼ିର ସରସ୍ୱତୀ ମାଝୀ। ଆଜି(ରବିବାର) ଅନୁଷ୍ଠିତ ନିର୍ବାଚନରେ ସରସ୍ଵତୀ ଏକ ମାତ୍ର ପ୍ରାର୍ଥିନୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।

ସରସ୍ଵତୀ ମାଝି ନିର୍ଦ୍ବନ୍ଦ୍ୱରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ

ଏହାବି ପଢନ୍ତୁ : ସମ୍ବିତ ପାତ୍ରଙ୍କ AIIMS ଗସ୍ତ ବେଳେ ଅଘଟଣ, ଖସିଲା ଲିଫ୍ଟ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ (ଗ) ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସରସ୍ୱତୀ ମାଝୀ ନିର୍ଦ୍ବନ୍ଦରେ ଆଜି(ରବିବାର) ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାପାଳ କାର୍ଯ୍ୟଳୟରେ ଅନୁଷ୍ଠିତ ଜିଲ୍ଲା ପରିଷଦ ନିର୍ବାଚନ ପ୍ରକ୍ରିୟାରେ ୨୨ ଜଣ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିବା ବେଳେ କେବଳ ବିଜେଡି ସରସ୍ୱତୀ ମାଝୀ ନାମାନଙ୍କ ପତ୍ର ଦାଖଲ କରିଥିଲେ ।

ପ୍ରଥମେ ଜିଲ୍ଲାପାଳ ନବ ନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟଙ୍କୁ ଶପଥ ପାଠ କରାଇଥିଲେ । ଶପଥ ପାଠ ପରେ ନିର୍ବାଚନ ଅଧିକାରୀ ତଥା ପିଡି ଡିଆରଡିଏ ରବି ନାରାୟଣ ତ୍ରିପାଠୀ ଜିଲ୍ଲାପରିଷଦ ନିର୍ବାଚନ ପରିଚାଳନା କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.