ETV Bharat / state

ଭାରିଯାନ ପ୍ରବେଶକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ - vehical

ରାୟଗଡା ସହର ଭିତର ଦେଇ ଭାରି ଜାନକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jun 16, 2019, 4:21 AM IST

ରାୟଗଡା: ରାୟଗଡା ସହର ମଧ୍ୟଦେଇ 326 ନମ୍ବର ଜାତୀୟ ରାଜପଥରେ ବହୁଳ ମାତ୍ରାରେ ଭାରିଯାନ ଯାତାୟତ ଯୋଗୁଁ ବହୁସମୟରେ ଛୋଟବଡ ଦୁର୍ଘଟଣା ଘଟି ମୃତାହତ ହେଉଛନ୍ତି ଅନେକ ଲୋକ । ଫଳରେ ପ୍ରଶାସନ ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ନିଷେଧ କରିଥିଲା । କିନ୍ତୁ ଗତ 10 ତାରିଖ ଦିନ ଟ୍ରକ ମାଲିକ ସଂଘର ଚାପରେ ଆସି ଜିଲ୍ଲା ଓ ପୋଲିସ ପ୍ରଶାସନ ପୁଣି ଦିନବେଳା ସହର ଦେଇ ଭାରିଜାନ ଚଳାଚଳ ପାଇଁ ଅନୁମତି ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଯାହାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଶୀଘ୍ର ଏହାକୁ ପ୍ରତ୍ୟାହାର ନକଲେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି । ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ଶୁନିଲକୁମାର ପଣ୍ଡା ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ୟଗଡା ସହର ମଧ୍ୟଦେଇ 326 ନମ୍ବର ଜାତୀୟ ରାଜପଥରେ ବହୁଳ ଭାରିଜାନ ଯାତାୟତ ଯୋଗୁଁ ବହୁସମୟରେ ଛୋଟ ବଡ ଦୁର୍ଘଟଣା ଘଟି ବହୁ ମୃତାହତ ହେବା ନଜିର ରହିଛି । ଫଳରେ ପ୍ରଶାସନ ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ଭାରୀଯାନ ପ୍ରବେଶ ନିଷେଧ କରିଥିଲା । କିନ୍ତି ଗତ 10 ତାରିଖ ଦିନ ଟ୍ରକ ମାଲିକ ସଂଘର ଚାପରେ ଆସି ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଭାରିଯାନ ପୁଣି ଦିନବେଳା ସହର ଦେଇ ଚଳାଚଳ ଅନୁମତି ଦେଇଥିବାରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଏହି ନିଷ୍ପତିକୁ ବିରୋଧ କରିବା ସହ ଶୀଘ୍ର ଏହାକୁ ପ୍ରତ୍ୟାହାର ନକଲେ କଂଗ୍ରେସ ରାଜା ରାସ୍ତାକୁ ଓଲ୍ହାଇବା ବୋଲି କହିଛନ୍ତି । ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ଶୁନିଲକୁମାର ପଣ୍ଡା ଉପସ୍ଥିତ ଥିଲେ।

Byte- ସପ୍ତଗିରୀ ଉଲ୍ଲାକା, ଲୋକସଭା ସଂସଦ କୋରାପୁଟBody:MpConclusion:Rgda

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.