ETV Bharat / state

ବିଶୋଧନ ହେଲା ରାୟଗଡ଼ା ସହର

author img

By

Published : May 16, 2021, 9:39 AM IST

ରାୟଗଡା ସହରରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସୁଚିନ୍ତିତ ଯୋଜନା କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ବିଶୋଧନ ହେଲା ରାୟଗଡ଼ା ସହର
ବିଶୋଧନ ହେଲା ରାୟଗଡ଼ା ସହର

ରାୟଗଡ଼ା: ରାୟଗଡା ସହରରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଳାରେ ଶନିବାର ୧୩୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ରୋକିବା ଓ ଏହାର ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ସୁଚିନ୍ତିତ ଯୋଜନା କରିଛି । ସପ୍ତାହନ୍ତ ସଟଡାଉନ ସମୟରେ ସହରର ଜନଗହଳି ହେଉଥିବା ସ୍ଥାନ ଗୁଡିକୁ ହାଇଡ୍ରୋକ୍ଲୋରାଇଟରେ ବିଶୋଧନ କରାଯାଇଛି ।

ବିଶୋଧନ ହେଲା ରାୟଗଡ଼ା ସହର

ସହରର ଯୋଟୋ ମହଲ ଛକ ଠାରୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟ।ଳୟ, ମେନ ରୋଡ, ଓଭର ବ୍ରିଜ, ମୁଖ୍ୟ ବଜାର, ପରିବା ମାର୍କେଟକୁ ହାଇଡ୍ରୋକ୍ଲୋରାଇଟ ଦ୍ଵାରା ବିଶୋଧନ କରାଯାଇଥିଲା । ଏଥିପାଇଁ ଇମ୍ଫା କାରଖାନା, ସ୍ଥାନୀୟ ପୌରପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ମିଳିତ ଭାବେ ରାୟଗଡା ସହରକୁ ହାଇଡ୍ରୋକ୍ଲୋରାଇଟରେ ବିଶୋଧନ କରିଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.