ETV Bharat / state

ଲକଡାଉନ: ଅମାନିଆଙ୍କୁ ସାବାଡ୍ କଲା ପୋଲିସ, ୩୩ ବାଇକ ଜବତ - Rayagada town police seized 33 motor cycle

ତାଲାବନ୍ଦ ଘୋଷଣା ସତ୍ତ୍ବେ ନିୟମକୁ ଉଲ୍ଲଙ୍ଘନ କରି ବାହାରେ ବୁଲୁଥିବା ଅମାନିଆ 33 ବାଇକ୍ ଆରୋହୀଙ୍କୁ ସାବାଡ୍ କରିଛି ଟାଉନ୍ ଥାନା ପୋଲିସ । ଅଧିକ ପଢନ୍ତୁ...

Rayagada town police seized 33 motor cycle
ଲକଡାଉନ ଅମାନିଆଙ୍କୁ ସାବାଡ୍ କଲା ପୋଲିସ, ୩୩ ବାଇକ ଜବତ
author img

By

Published : Mar 31, 2020, 10:07 PM IST

ରାୟଗଡା: ତାଲାବନ୍ଦ ଘୋଷଣା ସତ୍ତ୍ବେ ନିୟମକୁ ଉଲ୍ଲଙ୍ଘନ କରି ବାହାରେ ବୁଲୁଥିବା ଅମାନିଆ ବାଇକ୍ ଆରୋହୀଙ୍କୁ ସାବାଡ୍ କରିଛି ଟାଉନ୍ ଥାନା ପୋଲିସ । ଏହାସହ ଗୋଟିଏ ଦିନରେ ୩୩ଟି ବାଇକ ଜବତ କରି ସମସ୍ତ ଚାଳକଙ୍କୁ ତାଗିଦ କରିଛି । ଜବତ ବାଇକକୁ ପୋଲିସ ଥାନାକୁ ନେବା ପରେ ଅମାନିଆ ଚାଳକ ଚାଲି ଚାଲି ଘରକୁ ଫେରିଛନ୍ତି ।

ଲକଡାଉନ ଅମାନିଆଙ୍କୁ ସାବାଡ୍ କଲା ପୋଲିସ, ୩୩ ବାଇକ ଜବତ

କୋରୋନା ଭୂତାଣୁର ପ୍ରତିହତ ପାଇଁ ସାରା ରାଜ୍ୟକୁ ଲକଡାଉନ କରାଯାଇଥିବା ବେଳେ ଟାଉନ୍ ଥାନା ପୋଲିସ ପକ୍ଷରୁ ସହରରେ କଡାକଡି ଯାଞ୍ଚ କରାଯାଉଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶରେ ସହରର ରେଲୱେ କଲୋନୀ, ରିଂ ରୋଡ୍ ଓ ରାଣୀଗୁଡା ଫାର୍ମ ଇଲାକାରେ ପୋଲିସ ଟିମ୍ ମୁତୟନ ହୋଇଥିଲେ । ବିନା କାରଣରେ ବାଇକ୍ ଚଳାଉଥିବା ୩୩ ଆରୋହୀଙ୍କୁ ପୋଲିସ ଅଟକାଇ ଯାଞ୍ଚ କରିବା ପରେ ଆବଶ୍ୟକ କାଗଜପତ୍ର ବାଇକଆରୋହୀ ଦେଖାଇ ପାରିନଥିଲେ । ବାଧ୍ୟ ହୋଇ ବାଇକ୍ ଗୁଡ଼ିକୁ ପୋଲିସ୍ ଜବତ କରିଥିଲା ।

Rayagada town police seized 33 motor cycle
ଲକଡାଉନ ଅମାନିଆଙ୍କୁ ସାବାଡ୍ କଲା ପୋଲିସ, ୩୩ ବାଇକ ଜବତ

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.