ETV Bharat / state

ପୁଣି ଗଲା ୧୦ ସ୍ବାବ ନମୂନା, କ୍ବାରେଣ୍ଟାଇନରୁ ମୁକ୍ତ ୩୧୮ - କୋରୋନା ଭାଇରସ ଲକ୍ଷଣ

ରାୟଗଡା ଜିଲ୍ଲାରୁ ପୂର୍ବରୁ ଶୁକ୍ରବାର ଦିନ ପ୍ରଥମ ପର୍ଯ୍ୟାୟରେ 7 ଜଣଙ୍କ ସ୍ବାବ ନମୂନା ପଠାଯାଇଥିଲାବେଳେ ବର୍ତ୍ତମାନ ପୁଣି 10 ଜଣଙ୍କ ସ୍ବାବ ନମୂନାକୁ ଭୁବନେଶ୍ବରର ସ୍ଥିତ ଆରଏମଆରସି ପରୀକ୍ଷାଗାରକୁ ପଠାଯାଇଛି । ଅଧିକ ପଢନ୍ତୁ...

rayagada-covid19-sample-test-send-to-rmrc-bhubaneswar
ପୁଣିଗଲା ୧୦ ସ୍ବାବ ନମୁନା , କ୍ବାରେନଟାଇନରୁ ମୁକ୍ତହେଲେ ୩୧୮
author img

By

Published : Mar 31, 2020, 8:49 PM IST

ରାୟଗଡା: ଜିଲ୍ଲାରୁ ପୁଣି କୋରୋନା ସ୍ବାବ ନମୁନା ପଠାଗଲା । ରାୟଗଡା ଜିଲ୍ଲାରୁ ପୂର୍ବରୁ ଶୁକ୍ରବାର ଦିନ ପ୍ରଥମ ପର୍ଯ୍ୟାୟରେ 7 ଜଣଙ୍କ ସ୍ବାବ ନମୁନା ପଠାଯାଇଥିଲାବେଳେ ବର୍ତ୍ତମାନ ପୁଣି 10 ଜଣଙ୍କ ସ୍ବାବ ନମୁନାକୁ ଭୁବନେଶ୍ବରର ସ୍ଥିତ ଆରଏମଆରସି ପରୀକ୍ଷାଗାରକୁ ପଠାଯାଇଛି ।

ପୁଣିଗଲା ୧୦ ସ୍ବାବ ନମୁନା , କ୍ବାରେନଟାଇନରୁ ମୁକ୍ତହେଲେ ୩୧୮

ରାୟଗଡ଼ା ସିଡିଏମଓ ତଥା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଆର୍ତ୍ତବନ୍ଧୁ ନାୟକଙ୍କୁ ଆଜି ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାର କହିଛନ୍ତି । ରାୟଗଡା ଜିଲ୍ଲାର ମହାମାରୀ କୋରୋନାର ସ୍ଥିତି ଉପରେ ଆଲୋଚନା କରିଛନ୍ତି । ଜିଲ୍ଲାରେ ମୋଟ 939 ଗ୍ରାମରୁ ମଧ୍ୟରୁ 2671 ଜଣ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ସେମାନଙ୍କ ମଧ୍ୟରୁ ୩୧୮ ଜଣକୁ ମୁକ୍ତ କରାଯାଇଛି । ଗତ ୧୪ ଦିନ କ୍ବାରେଣ୍ଟାଇନ ହୋମର ଅବଧି ସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ କୋରୋନାର କୌଣସି ଲକ୍ଷଣ ନଥିବା ସିଡ଼ିଏମଓ କହିଛନ୍ତି ।

ରାୟଗଡା ଜିଲ୍ଲାରେ କୌଣସି କୋରୋନା ପଜିଟିଭ ବାହାରି ନଥିବା କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ସ୍ବାବ ନମୁନାର କୌଣସି ରିପୋର୍ଟ ଆସିନଥିବା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନକୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.