ETV Bharat / state

ଜୁଆଆଡ୍ଡାରେ ଚଢ଼ାଉ, ୯୪ ହଜାର ନଗଦ ଟଙ୍କା ସହ 5 ଅଭିଯୁକ୍ତ ଗିରଫ

author img

By

Published : Jan 19, 2021, 9:00 PM IST

ଗୁଣପୁର ସହରର ଜଗନ୍ନାଥ ରୋଡ଼ସ୍ଥିତ ହନୁମାନ ମନ୍ଦିର ନିକଟରେ ଏକ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ.....

ଜୁଆଆଡ୍ଡାରେ ଚଢ଼ାଉ  , ୯୪ ହଜାର ନଗଦ ଟଙ୍କା ସହ 5 ଅଭିଯୁକ୍ତ ଗିରଫ

ରାୟଗଡା: ଗୁଣପୁର ସହରର ଜଗନ୍ନାଥ ରୋଡ଼ସ୍ଥିତ ହନୁମାନ ମନ୍ଦିର ନିକଟରେ ଏକ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଠାରେ ଦୀର୍ଘଦିନ ଧରି ଜୁଆ ଖେଳ ଚାଲିଥିବା ଅଭିଯୋଗ ହୋଇ ଆସୁଥିବାବେଳେ ଆଜି ପୋଲିସ ଅତର୍କିତ ଚଢ଼ାଉ କରିଥିଲା । ଉକ୍ତ ସ୍ଥାନରୁ ୯୪ ହଜାର ୫ଶହ ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।

ଘଟଣାସ୍ଥଳରୁ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବାବେଳେ 5 ଜଣଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ଅଭିଯୁକ୍ତ ମାନେ ହେଲେ ଟି ଶ୍ରୀକାନ୍ତ, ଜି ସାବ୍ରିଶ, ପି ସତୀଶ କୁମାର, ବି ଯୋଗୀ ନାଇଡୁ, ଏବଂ ଏ ଶ୍ରୀନିବାସ ।

ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା 2 ଅଭିଯୁକ୍ତ ହେଲେ କେ କ୍ରିଷ୍ଣ କୁମାର ଏବଂ ଠିକାଦାର ସନ୍ତୋଷ ରଥ ବୋଲି ଜଣା ପଡିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟ ପକ୍ଷରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବହୁବାର ଜୁଆ ଆଡ୍ଡାରେ ଗିରଫ ହୋଇଥିବା ମମଲା ମଧ୍ୟ ରହିଥିବା କଥା ପୋଲିସ କହିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.