ETV Bharat / state

ହୃଦଘାତରେ ଆଖି ବୁଜିଲା ବିଚାରଧୀନ କଏଦୀ

ଗୁଣପୁର ସବ ଜେଲରେ ବିଚରାଧିନ କଏଦୀ ଭାବେ ଜୀବନ ବିତାଉଥିବା କଏଦୀର ମୃତ୍ୟୁ । ମୃତକ ହେଲେ ମଧୁସୁଦନ ଗନ୍ତାୟତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Feb 24, 2019, 11:49 PM IST

ରାୟଗଡା: ଗୁଣପୁର ସବ ଜେଲରେ ବିଚରାଧିନ କଏଦୀ ଭାବେ ଜୀବନ ବିତାଉଥିବା କଏଦୀର ମୃତ୍ୟୁ । ମୃତକ ହେଲେ ମଧୁସୁଦନ ଗନ୍ତାୟତ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସେ ଗତ 2016 ମସିହାରେ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇ ଗୁଣପୁର ଜେଲରେ ବିଚାରଧିନ କଏଦୀ ଭାବେ ଜୀବନ ବିତାଉଥିଲେ ।

ସୂଚନା ଅନୁଯାୟୀ, ଶନିବାର ରାତିରେ ଅଚାନକ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃ୍ତ୍ୟୁ ଘଟିଛି । ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

AP Video Delivery Log - 1300 GMT Horizons
Sunday, 24 February, 2019
Here is a roundup of Associated Press video content which has been sent to customers in the last 24 hours. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-1207: HZ Spain MWC Xiaomi Unveiled AP Clients Only 4197727
Xiaomi's not-so-smart home and first 5G device
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.