ETV Bharat / state

ନିୟମଗିରି ପାଦ ଦେଶରେ ସଡ଼କ ସୁରକ୍ଷାକୁ ନେଇ ସଚେତନ

ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ସଡ଼କ ସୁରକ୍ଷାକୁ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l

road safety week
ସଡ଼କ ସୁରକ୍ଷାକୁ ନେଇ ସଚେତନ
author img

By

Published : Jan 17, 2020, 3:54 AM IST

ରାୟଗଡା: ବଢୁଥିବା ସଡକ ଦୁର୍ଘଟଣାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଛି ସଡକ ସୁରକ୍ଷା ସପ୍ତାହ ପାଳନ । ଏନେଇ ରାୟଗଡା ନିୟମଗିରି ପାଦ ଦେଶରେ ମଧ୍ୟ ସଡ଼କ ସୁରକ୍ଷାକୁ ନେଇ ସଚେତନ କରାଯାଇଛି l ଡଙ୍ଗରିଆ ମୂଳକ ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ସଡ଼କ ସୁରକ୍ଷାକୁ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l

ସଡ଼କ ସୁରକ୍ଷାକୁ ନେଇ ସଚେତନ

ଏହି ଅବସରରେ ଶତାଧିକ କଲେଜର ଛାତ୍ରଛାତ୍ରୀ, ଜନସାଧାରଣମାନେ ଭାଗ ନେଇଥିଲେ । ବିଭିନ୍ନ ସମୟରେ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟି ମୃତ୍ୟୁ ହେଉଥିବାବେଳେ ଏନେଇ ଲୋକଙ୍କୁ ସଚେତନ କରାଯାଇଥିଲା l

ମୁନିଗୁଡା କଲେଜ ପରିସରରୁ ଏକ ରାଲି ବାହାରି ବିଭିନ୍ନ ଫ୍ଲାକାର୍ଡ ଧରି ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରାଯାଇଛି । ହେଲମେଟ ପିନ୍ଧି ବାଇକ ଚଳାଇବା ଓ ସିଟବେଲ୍ଟ ପିନ୍ଧିଥିବା ଗାଡି ଚାଳକଙ୍କୁ ମିଠା ବଣ୍ଟନ କରାଯାଇ ଥିବାବେଳେ ବିନା ହେଲମେଟ ଓ ବିନା ସିଟ ବେଲ୍ଟ ଚାଳକଙ୍କୁ ଏଥିରୁ ନିବୃତ ରହିବାକୁ ସଚେତନତା କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାର

Intro:ନିୟମଗିରୀ ପାଦଦେଶରେ ସଡ଼କ ସୁରକ୍ଷାକୁ ନେଇ ସଚେତନ lBody:ଡଙ୍ଗରିଆ ମୂଳକ ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ସଡ଼କ ସୁରକ୍ଷାକୁ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଶତାଧିକ କଲେଜ, ଛାତ୍ର ଛାତ୍ରୀ , ଜନସାଧାରଣ ମାନେ ଭାଗ ନେଇ ଥିଲେ । ବିଭିନ୍ନ ସମୟରେ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟି ମୃତ୍ୟୁ ହେଉଥିବା ବେଳେ ଏନେଇ ଲୋକଙ୍କୁ ସଚେତନ କରାଯାଇଥିଲା l ଏକ ରାଲି ମୁନିଗୁଡା କଲେଜ ପରିସରରୁ ବାହାରି ବିଭିନ୍ନ ଫ୍ଲାକାର୍ଡ ଧରି ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରାଯାଇଛି । ହେଲମେଟ ପିନ୍ଧି ବାଇକ ଚଳାଇବା ଓ ସିଟ ବେଲ୍ଟ ପିନ୍ଧି ଗାଡି ଚାଳକଙ୍କୁ ମିଠା ବାଣ୍ଟି ଥିବାବେଳେ ବିନା ହେଲମେଟ ଓ ବିନା ସିଟ ବେଲ୍ଟ ଚାଳକଙ୍କୁ ଏଥିରୁ ନିବୃତ ରହିବାକୁ ସଚେତନତା କରାଯାଇଛି lConclusion:ନିୟମଗିରୀ ପାଦଦେଶରେ ସଡ଼କ ସୁରକ୍ଷାକୁ ନେଇ ସଚେତନ l
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.