ETV Bharat / state

7 କୋଭିଡ ଯୋଦ୍ଧାଙ୍କ ସହ ରାୟଗଡାରେ ନୂଆ 70 କୋରୋନା ପଜିଟିଭ

author img

By

Published : Aug 14, 2020, 9:26 PM IST

ରାୟଗଡା ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 1804ରେ ପହଁଞ୍ଚିଛି । ସେଥିମଧ୍ୟରୁ 1180 ଜଣ ସୁସ୍ଥ ହୋଇ ସାରିଥିବାବେଳେ, 14ଜଣଙ୍କର ମୃତ୍ୟୁ ଘଟିଛି ।

New 70 nos of COVID_-19 Positive cases reported in Rayagada including seven covid warriors
7 କୋଭିଡ ଯୋଦ୍ଧାଙ୍କ ସହ ଜିଲ୍ଲାରେ ନୂଆ 70 କୋରୋନା ପଜିଟିଭ

ରାୟଗଡା: ଜିଲ୍ଲାରେ ଆଜି ପୁଣି 70 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା 1804ରେ ପହଁଞ୍ଚିଛି । ସେଥିମଧ୍ୟରୁ 1180 ଜଣ ସୁସ୍ଥ ହୋଇଥିବା ବେଳେ 14 ଜଣଙ୍କ ମୃତ୍ୟୁ ଘଟିଛି ।

ଜିଲ୍ଳାରେ ମୋଟ 322 ଜଣ କୋଭିଡ ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଛନ୍ତି । ତେବେ ଏଯାବତ 190ଜଣ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ନୂଆ 70 ଜଣଙ୍କ ମଧ୍ୟରୁ ରାୟଗଡା ସହରରୁ 15, ଗୁଣୁପୁର ସହରରୁ 11, ଗୁଣୁପୁର ବ୍ଳକରୁ 11, ରମାନଗୁଡା ବ୍ଳକରୁ 15, ପଦ୍ମପୁର ବ୍ଳକରୁ 9, ମୁନିଗୁଡା ବ୍ଳକରୁ 5, କାଶୀପୁର ବ୍ଳକରୁ 3 ଓ ବିଷମକଟକ ବ୍ଳକରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତଙ୍କ ମଧ୍ୟରେ 3ଜଣ CRPF ଯବାନଙ୍କ ସମେତ 7 କୋରୋନା ଯୋଦ୍ଧା ସାମିଲ ଅଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.