ETV Bharat / state

ନିୟମଗିରିରେ ମିଶନ ଇନ୍ଦ୍ରଧନୁସ - mission indradhanus

ନିୟମଗିରିରେ ଆରମ୍ଭ ହୋଇଯାଇଛି ମିଶନ ଇନ୍ଦ୍ରଧନୁସ । ଅଧିକ ପଢନ୍ତୁ...

mission indradhanus
ମିଶନ ଇନ୍ଦ୍ରଧନୁସ
author img

By

Published : Feb 5, 2020, 11:23 PM IST

ରାୟଗଡା: ନିୟମଗିରିରେ ଡଙ୍ଗରିଆଙ୍କୁ ସୁସ୍ଥ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁସ। ଡଙ୍ଗରିଆ ଆଦିମ ଜନଜାତି ସରକାରୀ ଔଷଧ ଉପରେ ବିଶ୍ବାସ ନକରି ଚେରମୂଳି ବ୍ୟବହାର କରିଥାନ୍ତି। କୋମଳମତି ଶିଶୁ ଓ ପ୍ରସୂତିଙ୍କୁ 7ଟି ମାରାତ୍ମକ ରୋଗରୁ ରକ୍ଷା କରିବା ଉଦ୍ଦେଶ୍ୟରେ ନିୟମଗିରିରେ ଆରମ୍ଭ ହୋଇଛି ଟୀକାକରଣ କାର୍ଯ୍ୟକ୍ରମ । ଏହି ଟୀକାକରଣ କାର୍ଯ୍ୟକ୍ରମରେ 2ବର୍ଷ ମଧ୍ୟରେ ଥିବା ଶିଶୁ ଓ ପ୍ରସୂତିଙ୍କୁ ସାମିଲ କରାଯାଇଛି। ଏ ଅଭିଯାନରେ କେବଳ ନିୟମଗିରିରେ 18ଟି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ 347ଜଣ ଶିଶୁ ଓ 57ଜଣ ପ୍ରସୂତିଙ୍କୁ ଟୀକାକରଣ କରାଯାଇଛି ।

ମିଶନ ଇନ୍ଦ୍ରଧନୁସ

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ନିୟମଗିରିରେ ମିଶନ ଇନ୍ଦ୍ରଧନୁସ Body:ନିୟମଗିରିରେ ଡଙ୍ଗରିଆଙ୍କୁ ସୁସ୍ଥ ରଖିବାକୁ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁସ । ଡଙ୍ଗରିଆ ଆଦିମ ଜନଜାତି ସରକାରୀ ଔଷଧ ଉପରେ ବିଶ୍ବାସ ନକରି ଚେରମୂଳି ବ୍ୟବହାର କରିଥାନ୍ତି । ସେମାନଙ୍କୁ ବୁଝାସୁଝା କରି କୋମଳମତି ଶିଶୁ ଓ ଗର୍ଭବତୀ ମାଁଙ୍କୁ 7ଟି ମାରାତ୍ମକ ରୋଗରୁ ରକ୍ଷା କରିବା ଉଦ୍ଧେଶ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମିଶନ ଇନ୍ଦ୍ରଧନୁସ ଟୀକା କରଣ କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲାର ନିୟମଗିରିରେ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ କାରଣରୁ ଟୀକା କରଣରୁ ଛାଡପଇଥିବା 2ବର୍ଷ ଭିତରେ ଥିବା ଶିଶୁ ଓ ଗର୍ଭବତୀ ମାଙ୍କୁ ଏଥିରେ ସାମିଲ କରାଯାଇଛି । ଏହି ଅଭିଯାନରେ କେବଳ ନିୟମଗିରିରେ 18ଟି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଆଜି 347ଜଣ ଶିଶୁ ଓ 57ଜଣ ଗର୍ଭବତୀ ମହିଳାଙ୍କୁ ଟୀକା କାରଣ କରାଯାଇଛି । Conclusion:ନିୟମଗିରିରେ ମିଶନ ଇନ୍ଦ୍ରଧନୁସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.