ETV Bharat / state

ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବିରଳ ପ୍ରଜାତିର ଏକ ବଜ୍ରକାପ୍ତାକୁ ମୁନିଗୁଡା ବନବିଭାଗ ଏକ ଘରୁ ଉଦ୍ଧାର କରାଯାଇଛି। ଉଦ୍ଧାର ମାଈ ବଜ୍ରକାପ୍ତାଟିର ବୟସ 10ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ତାହାର ଲମ୍ବା 95ସେ.ମି ରହିଛି । ତେବେ ବଜ୍ରକାପ୍ତାର ଚିକିତ୍ସା ପରେ ଏହାକୁ ନନ୍ଦନକାନରେ ଛାଡିବାର ବ୍ୟବସ୍ତା କରାଯାଉଥିବା  ପ୍ରକାଶ କରିଛନ୍ତି ।

author img

By

Published : Sep 29, 2019, 11:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ବିରଳ ପ୍ରଜାତିର ଏକ ବଜ୍ରକାପ୍ତାକୁ ମୁନିଗୁଡା ବନବିଭାଗ ଜଣଙ୍କ ଘରୁ ଉଦ୍ଧାର କରିଛି। ଏଥିସହ ଘରେ ରଖିଥିବା କାସୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ବନ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ଖବରମୁତାବକ, ପଙ୍କାଳଗୁଡି ସଂରକ୍ଷିତ ଜଙ୍ଗଲରୁ ଏକ ବଜ୍ରକାପ୍ତା ଆଣି ମୁଦିଗୁଡା ଗ୍ରାମର କାସୁ ଦିବକା ନିଜ ଘରେ ରଖିଥିଲା । ଖବର ପାଇ ମୁନିଗୁଡା ବନ ବିଭାଗ ଦ୍ଵାରା ଚଢ଼ାଉ କରି ଉକ୍ତ ବଜ୍ରକାପ୍ତା କୁ ଉଦ୍ଧାର କରିବା ସହ କାସୁକୁ ଗିରଫ କରାଯାଇଛି ।

ଉଦ୍ଧାର ମାଈ ବଜ୍ରକାପ୍ତାଟିର ବୟସ 10ବର୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ତାହାର ଲମ୍ବା 95ସେ.ମି ରହିଛି । ତେବେ ବଜ୍ରକାପ୍ତାର ଚିକିତ୍ସା ପରେ ଏହାକୁ ନନ୍ଦନକାନରେ ଛାଡିବାର ବ୍ୟବସ୍ତା କରାଯାଉଥିବା ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ବିରଳ ଏକ ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫBody: ରାୟଗଡା ଜିଲ୍ଲା ମୁନିଗୁଡା ବନବିଭାଗ ଦ୍ୱାରା ବିରଳ ଏକ ବଜ୍ରକାପ୍ତା ଉଦ୍ଧାର ହେବ ସହ ଜଣକୁ ଗିରଫ କରାଯାଇଛି । ପଙ୍କାଳଗୁଡି ସଂରକ୍ଷିତ ଜଙ୍ଗଲରୁ ଏକ ବଜ୍ରକାପ୍ତା ଆଣି ମୁଦିଗୁଡା ଗ୍ରାମର କାସୁ ଦିବକା ନିଜ ଘରେ ରଖିଥିବା ଖବର ପାଇ ମୁନିଗୁଡା ବନ ବିଭାଗ ଦ୍ଵାରା ଚଢ଼ାଉ କରି ଉକ୍ତ ବଜ୍ରକାପ୍ତା କୁ ଉଦ୍ଧାର କରିବାସହ କାସୁକୁ ଗିରଫ କରାଯାଇଛି ।  ଉଦ୍ଧାର ମାଈ ବଜ୍ରକାପ୍ତାଟିର ବୟସ 10ବର୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ତାହାର ଲମ୍ବା 95Cm ରହିଛି ।ତେବେ ବଜ୍ରକାପ୍ତାର ଚିକିତ୍ସା ପରେ ଏହାକୁ ନନ୍ଦନକାନରେ ଛାଡିବାର ବ୍ୟବସ୍ତା କରାଯାଉଥିବା ACF ପ୍ରକାଶ କରିଛନ୍ତି ।
Byte-ଅଲେଖଚନ୍ଦ୍ର ସାମଲ,ACF(Admin)Conclusion:ବିରଳ ଏକ ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.