ETV Bharat / state

ବିଧାନସଭାକୁ ରାୟଗଡା ହିଁ ଦେଲା ସ୍ୱାଧୀନ ବିଧାୟକ - candided

ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ବାଜିମାତ । ମକରଦ ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକାଙ୍କୁ ପାଖାପାଖି 4838 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ରାୟଗଡା
author img

By

Published : May 24, 2019, 1:16 PM IST

Updated : May 24, 2019, 2:07 PM IST

ରାୟଗଡା: ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ବାଜିମାତ କରିଛନ୍ତି । ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକାଙ୍କୁ ପାଖାପାଖି 4838 ଭୋଟ ବ୍ୟବଧାନରେ ସେ ପରାସ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ତେବେ କଂଗ୍ରେସରୁ ଟିକଟ ନପାଇ ସ୍ୱାଧୀନ ଭାବେ ଲଢ଼ି ମକରନ୍ଦ ଲୋକଙ୍କ ଅସ୍ଥାଭାଜନ ହୋଇପାରିଛନ୍ତି । ତେବେ ରାୟଗଡା ନିର୍ବାଚନ ମଣ୍ଡଳୀର ମୌଳିକ ସମସ୍ୟାକୁ ସମାଧାନ ମୋର ପ୍ରାଥମିକତା ବୋଲି ମକରନ୍ଦ ପ୍ରକାଶ କରିଛନ୍ତି । ଏହାସହ ରାୟଗଡା ନିର୍ବାଚନ ମଣ୍ଡଳୀର ଯିଏ ଉନ୍ନତି କରିବ ତାଙ୍କ ସହିତ ସେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:Body:Conclusion:
Last Updated : May 24, 2019, 2:07 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.