ETV Bharat / state

ସ୍ବାଧୀନତା ଦିବସ ପୂର୍ବରୁ ରେଡ ଆଲର୍ଟ, କୁମ୍ବିଙ୍ଗ ଅପରେସନ୍ ଜୋରଦାର - high-alert

ମାଓ ପ୍ରବଣ ରାୟଗଡା ଜିଲ୍ଲାରେ ସ୍ବାଧୀନତା ଦିବସ ପାଳନକୁ ନେଇ ଜିଲ୍ଲା ପୋଲିସ ପ୍ରସ୍ତୁତି ଜୋରଦାର କରିଛି ।

ସ୍ବାଧୀନତା ଦିବସ ପୂର୍ବରୁ ରେଡ ଆଲର୍ଟ, କୁମ୍ବିଙ୍ଗ ଅପରେସନ୍ ଜୋରଦାର
author img

By

Published : Aug 14, 2019, 11:10 PM IST

ରାୟଗଡା: ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଜିଲ୍ଲାରେ ହାଇ ଆଲର୍ଟ । ମାଓ ପ୍ରବଣ ରାୟଗଡା ଜିଲ୍ଲାରେ ସ୍ବାଧୀନତା ଦିବସ ପାଳନକୁ ନେଇ ଜିଲ୍ଲା ପୋଲିସ ପ୍ରସ୍ତୁତି ଜୋରଦାର କରିଛି ।

ସ୍ବାଧୀନତା ଦିବସ ପୂର୍ବରୁ ରେଡ ଆଲର୍ଟ, କୁମ୍ବିଙ୍ଗ ଅପରେସନ୍ ଜୋରଦାର

ସମ୍ବେଦନଶୀଳ ଅଞ୍ଚଳରେ କୁମ୍ବିଙ୍ଗକୁ ଜୋରଦାର କରିଥିବା ବେଳେ ଆନ୍ଧ୍ର ଓଡିଶା ସୀମାକୁ ସିଲ୍‌ କରିଦିଆଯାଇଛି । ସହରକୁ ପ୍ରବେଶ ଦ୍ବାରରେ ବ୍ଲକିଙ୍ଗ, ଚେକିଂକୁ ବ୍ୟାପକ କରାଯାଇଛି । ସେହିଭଳି ପରେଡ ଗ୍ରାଉଣ୍ଡରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ରୁଫ ଟପ୍ ଏବଂ କ୍ଵିକ୍ ଆକ୍ସନ ଟିମ୍‌ର ବ୍ୟବସ୍ଥା କରାଯାଇଛି । ସେହିପରି ସହର ଭିତରେ ସୁରକ୍ଷା ପାଇଁ 7 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ତେବେ ଜିଲ୍ଲାରେ ହାଇ ଆଲର୍ଟ ଜାରି ହେବା ସହ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଥିବା କହିଛି ପୋଲିସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:
370 ଧାରା ଉଚ୍ଛେଦ ପରେ ସାରା ଦେଶରେ ହାଇ ଆଲର୍ଟ ଜାରି ହୋଇଥିବା ବେଳେ ମାଓ ପ୍ରବଣ ରାୟଗଡା ଜିଲ୍ଲାରେ 73ତମ ସ୍ୱାଧୀନତା ଦିବସ ପାଳନକୁ ନେଇ ଜିଲ୍ଲା ପୋଲିସ ପ୍ରସ୍ତୁତି ଜୋରଦାର କରିଛି । ସମ୍ବେଦନଶୀଳ ଅଂଚଳରେ କୁମ୍ବିଙ୍ଗକୁ ଜୋରଦାର କରିଥିବା ବେଳେ ଆନ୍ଦ୍ର ଓଡିଶା ସୀମାକୁ ସିଲ କରିଦିଆଯାଇଛି । ସହରକୁ ପ୍ରବେଶ ଦ୍ୱାରରେ ବ୍ଲକିଙ୍ଗ, ଚେକିଂକୁ ବ୍ୟାପକ କରିଛି । ସେହିଭଳି ପେରେଡ ଗ୍ରାଉଣ୍ଡରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ତା ସହିତ ରୁଫ ଟପ ସାଙ୍ଗକୁ କ୍ଵିକ ଏକସନ ତିମର ବ୍ୟବସ୍ତା କରାଯାଇଛି । ସେହିପରି ସହର ଭିତରେ ସୁରକ୍ଷା ପାଇଁ 7 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଜିଲାରେ ହାଇ ଆଲର୍ଟ ଜାରି ହେବାସହ ଟ୍ରାଫିକ ବ୍ୟବସ୍ତାକୁ ମଧ୍ୟ କଡାକଡି କରାଯାଇଥିବା ପୋଲିସ ପ୍ରକାଶ କରିଛି ।

Byte- V R Rao, ASP ରାୟଗଡାBody:ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲାରେ ରେଡ ଏଲର୍ଟ ଜାରି ବ୍ଲକିଙ୍ଗ , କୁମ୍ବିଙ୍ଗକୁ ଜୋରଦାର କଲା ପୋଲିସର ।Conclusion:ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲାରେ ରେଡ ଏଲର୍ଟ ଜାରି ବ୍ଲକିଙ୍ଗ , କୁମ୍ବିଙ୍ଗକୁ ଜୋରଦାର କଲା ପୋଲିସର ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.