ETV Bharat / state

ଆନ୍ତଃ ଜାତି ବିବାହ କରିଥିବା ୧୧ ଯୋଡା ଦମ୍ପତିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ - raygada news

ଆନ୍ତଃ ଜାତି ବିବାହ କରିଥିବା ଦମ୍ପତିଙ୍କୁ ସରକାରଙ୍କ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି । ଶୁକ୍ରବାର ଅନୁସୂଚିତ ଜାତି ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡାର ୧୧ ଜଣ ଦମ୍ପତିଙ୍କୁ ଏହି ପ୍ରୋତ୍ସାହନ ରାଶି ବଣ୍ଟନ କରିଛନ୍ତି ।

Incentive amount provided to 11 inter-caste married couples
ଆନ୍ତଃ ଜାତି ବିବାହ କରିଥିବା ୧୧ ଯୋଡା ଦମ୍ପତିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ
author img

By

Published : May 29, 2020, 9:15 PM IST

ରାୟଗଡା: ଆନ୍ତଃ ଜାତି ବିବାହ କରିଥିବା ଦମ୍ପତିଙ୍କୁ ସରକାରଙ୍କ ଦ୍ବାରା ଘୋଷିତ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି । ଶୁକ୍ରବାର ଅନୁସୂଚିତ ଜାତି ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡାର ୧୧ ଜଣ ଦମ୍ପତିଙ୍କୁ ଏହି ପ୍ରୋତ୍ସାହନ ରାଶି ବଣ୍ଟନ କରିଛନ୍ତି ।

ଆନ୍ତଃ ଜାତି ବିବାହ କରିଥିବା ୧୧ ଯୋଡା ଦମ୍ପତିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ

ବିଭିନ୍ନ ସମୟରେ ବିବାହ କରିଥିବା ଏହି ଦମ୍ପତି ମାନଙ୍କୁ ସରକାରୀ ନିୟମ ଅନୁଯାୟୀ ୫୦ ହଜାର ଟଙ୍କା ଠାରୁ ୨ ଲକ୍ଷ ୫୦ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶିକୁ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ଆକାରରେ ପ୍ରଦାନ କରାଯାଇଛି । ଛୁଆଁ ଅଛୁଆଁ ଭେଦଭାବ ଦୂର କରିବା ପାଇଁ ସରକାର କରିଥିବା ଏହି ପ୍ରୟାସ ଆଗାମୀ ଦିନରେ ଯୁବପୀଢିଙ୍କ ମଧ୍ୟରେ ଆନ୍ତଃ ଜାତି ବିବାହକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ମନ୍ତ୍ରୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.