ETV Bharat / state

ସାନଆମ୍ବଗୁଡାରେ ଅଗ୍ନିକାଣ୍ଡ, ଦୁଇବଖରା ଭସ୍ମୀଭୂତ

author img

By

Published : Jan 7, 2021, 8:03 PM IST

ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ସିରିଝୋଲି ଗ୍ରାମପଞ୍ଚାୟତର ସାନଆମ୍ବଗୁଡା ଗ୍ରାମର ଗୋଟିଏ ଘରେ ହଠାତ ନିଆଁ ଲାଗି ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିପଡି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ...

ସାନଆମ୍ବଗୁଡାରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରାଘର ଭସ୍ମୀଭୂତ

ରାୟଗଡ଼ା: ସାନଆମ୍ବଗୁଡା ଗାଁରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଦୁଇ ବଖରାଘର ଭସ୍ମୀଭୂତ । ଆଜି (ଗୁରୁବାର) ଅପରାହ୍ନରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ସିରିଝୋଲି ଗ୍ରାମପଞ୍ଚାୟତର ସାନଆମ୍ବଗୁଡା ଗ୍ରାମର ଗୋଟିଏ ଘରେ ହଠାତ ନିଆଁ ଲାଗି ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିପଡି ପାଉଁଶ ହୋଇଯାଇଛି । ଖବର ପାଇ ଗୁଣୁପୁର ଅଗ୍ନିଶମ ବିଭାଗ ସାନଆମ୍ବଗୁଡାରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନା ମୁତାବକ କୌଣସି କାରଣ ଯୋଗୁଁ ସାନ ଆମ୍ଵାଗୁଡା ଗ୍ରାମରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣାରେ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ଘର ମାଲିକ ଆନ୍ଧ୍ରପ୍ରଦେଶରେ ରହୁଥିବାରୁ କ୍ଷୟକ୍ଷତି ଜନିତ ବିବରଣୀ ସ୍ଥାନୀୟ ଦମକଳ ବାହିନୀ ପାଇପାରିନାହାଁନ୍ତି । ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ଘର ମାଲିକଙ୍କ ଅନୁପସ୍ଥିତିରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ କ୍ଷୟକ୍ଷତି ବିବରଣୀ ନେଇ ସଠିକ ମୂଲ୍ୟାଙ୍କନର ଅସମ୍ଭବତାକୁ ସୂଚେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.