ETV Bharat / state

ରାୟଗଡ଼ା ବାସୀଙ୍କୁ ଆଶ୍ବସ୍ତି, ଦୂର ହେବ ବିଦ୍ୟୁତ ସମସ୍ୟା - solve

ରାୟଗଡାରେ ଦିନକୁ ଦିନକୁ ବଢିଚାଲିଥିଲା ବିଦ୍ୟୁତ ସମସ୍ୟା । ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସାଉଥକୋ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
author img

By

Published : Jun 10, 2019, 3:06 PM IST

ରାୟଗଡ଼ା: ସହରରେ ଖୁବ ଶୀଘ୍ର ସମାଧାନ ହେବାକୁ ଯାଉଛି ବିଦ୍ୟୁତ ସମସ୍ୟା । ଦିନକୁ ଦିନ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜ ନେଇ ହନ୍ତସନ୍ତ ହେଉଥିଲେ ଗ୍ରାହକ । ଯାହାକୁ ନଜରରେ ରଖି ସାଉଥକୋ ପକ୍ଷରୁ ବିଦ୍ୟୁତ ବିତରଣ ପଏଣ୍ଟ ବଢାଇବାର ଯୋଜନା ଆରମ୍ଭ ହୋଇଛି ।

ଭିଡି଼ଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ସହରକୁ 4 ଭାଗରେ ବିଭକ୍ତ କରି ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର, ପାନୀୟ ଜଳ ଯୋଗାଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗକୁ ଅବିରତ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଏଥିପାଇଁ ଆବଶ୍ୟକ ପଡୁଥିବା ଉଚ୍ଚଶକ୍ତି ସମ୍ପୂର୍ଣ୍ଣ ଟ୍ରାନ୍ସଫର୍ମରକୁ ସ୍ଥାନୀୟ ସିରିଗୁଡାର କଣ୍ଟ୍ରୋଲ ରୁମରେ ଅବସ୍ଥାପନା କରାଯାଇଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

SLUGE –ରାୟଗଡ଼ା ସହରବାସିଙ୍କୁ ଆଶ୍ୱସ୍ଥ, ଏଣିକି ଦୁର ହେବ ବିଦ୍ୟୁତ ସମସ୍ୟା  ।
REPORTER- ରଞ୍ଜନ ରଥ
PLACE-  RAYAGADA
DATE- 10.9.18
FORMET –  AVO+BACK TO BACK BYTE
ANCAR-  ରାୟଗଡ଼ା ସହରରେ ଦିନକୁ ଦିନ ଦେଖା ଦେଇଥିବା ବିଦ୍ୟୁତ ସମସ୍ୟାର ସମାଧାନ ହେବାକୁ ଯାଉଛି । କ୍ରମ ବଦ୍ଧିଷ୍ଟୁ ସହରରେ ଦିନକୁ ଦିନ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜ ସମସ୍ୟ ନେଇ ଗ୍ରହକ ହନ୍ତ ସନ୍ତ ହେଉଥିଲେ  । ଏହାକୁ ନଜରେ ରଖି ସାଉଥକୋ ପକ୍ଷରୁ ବିଦ୍ୟୁତ ବିତରଣ ପଏଂଟର କ୍ଷମତା ବଢ଼ାଇବାର ଯୋଜନା ଆରମ୍ଭ କରିଛି । ସହରକୁ ଚାରିଭାଗରେ ବିଭକ୍ତ କରି ବିଦ୍ୟୁତ ବ୍ୟବସ୍ଥା କରିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର , ପାନିୟ ଜଳ ଯେଗାଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ଅବିରତ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଏଥିପା ଇଁ ଆବଶ୍ୟକ ପଡ଼ୁଥିବା ଉଚ୍ଚଶକ୍ତି ସମ୍ପର୍ଣ୍ଣ ଟ୍ରାନସଫରର୍ମରକୁ ସ୍ଥାନିୟ ସିରିଗୁଡ଼ାର କଟେଂ୍ରାଲ ରୁମରେ ଅବସ୍ଥାପନ କରାଯାଇଛି ।
BYTE – ଲାବାନ୍ୟ ମୋହନ ପଟ୍ଟନାୟକ ( ବୁଦ୍ଧିଯିବି )
BYTE – ଇଂ.ନାରାୟଣ ନାୟକ (କାର୍ଯ୍ୟନିର୍ବାହି ଅଧିକାରୀ , ସାଉଥକୋ) 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.