ETV Bharat / state

ମଉଳିଲା ଟିକେଟ୍‌ ଆଶା, ଗୁଣପୁରରୁ ସ୍ବାଧୀନ ଭାବେ ଲଢିବେ ରାମମୂର୍ତ୍ତୀ

ମଉଳିଲା ଟିକେଟ୍‌ ଆଶା । ଗୁଣପୁରରୁ ଟିକେଟ୍‌ ନ ପାଇ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ରାମମୂର୍ତ୍ତୀ ମୁଟିକା । ସେ ଦୀର୍ଘ ଦିନରୁ ଗୁଣପୁର ଆସନ ପାଇଁ ଦାବିଦାର ଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Mar 23, 2019, 10:36 PM IST

ରାୟଗଡା: ଓଡିଶା ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ଗୁଣପୁର ପାଇଁ ଶିଶିର ଗମାଙ୍ଗ ଉପରେ ମୋହର ମାରିଛି ଦଳ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏହି ଆସନ ପାଇଁ ଦାବିଦାର ଥିବା ରାମମୂର୍ତ୍ତୀ ମୁଟିକା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଗୁଣପୁର ଆସନ ପାଇଁ ଆଶାୟୀ ଥିଲେ ରାମମୂର୍ତ୍ତୀ । ତେବେ ଗତ 2014 ସାଧାରଣ ନିର୍ବାଚନରେ ବିଜେଡି ରାମମୂର୍ତ୍ତୀଙ୍କୁ ବିଜେଡି ଟିକେଟ୍‌ ନ ଦେବାରୁ ସେ ଦଳ ଛାଡି ବିଜେପିରେ ମିଶିଥିଲେ । ହେଲେ ଏଥର ନିର୍ବାଚନରେ ମଧ୍ୟ ଟିକେଟ୍‌ ନ ଦେବାରୁ ସ୍ବାଧୀନ ଭାବେ ଲଢିବେ ବୋଲି କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.