ETV Bharat / state

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ପ୍ରାକୃତିକ ଦୁର୍ବିପାକ ଭଳି ପରିସ୍ଥିତିର ଜରୁରୀକାଳୀନ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ।

author img

By

Published : Jun 18, 2019, 7:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ବୈଠକ ସ୍ଥାନୀୟ ଜିଲ୍ଲାପାଳ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ବର୍ଷକୁ ଆଖି ଆଗରେ ରଖି ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ବୈଠକରେ ଗୁଣୁପୁର ଓ ରାୟଗଡ଼ାର ଉପଜିଲ୍ଲାପାଳ, ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର ଓ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ଥରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ ଜିଲ୍ଲାରେ ଥିବା ଦୁଇ ନଦୀକୂଳିଆ ଅଞ୍ଚଳ ସମେତ ବନ୍ୟା ଆଶଙ୍କା ଥିବା ଅଞ୍ଚଳର ସୁରକ୍ଷା ପ୍ରତି ଗୁରୁତ୍ବ ଦେବାକୁ ସ୍ଥିର କରାଯାଇଛି । ଆଗାମୀ 19 ତାରିଖରେ GCD ହାଇସ୍କୁଲ ପଡ଼ିଆରେ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଏକ ମକଡ୍ରିଲ ଅନୁଷ୍ଠିତ ହେବାନେଇ ମଧ୍ୟ ବୈଠକରେ ସ୍ଥିର କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ଆଗାମୀ ବର୍ଷଦିନକୁ ଆଖି ଆଗରେ ରଖି  ରାୟଗଡା ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ବୈଠକ ସ୍ଥାନୀୟ ଜିଲାପାଳ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁଣୁପୁର ଓ ରାୟଗଡର ଉପଜିଲ୍ଲାପାଳ, ସମସ୍ତ ବି ଡ଼ି ଓ, ସମସ୍ତ ତହସିଲଦାର, ପୌରପରିସଦ ନିର୍ବାହୀ ଅଧିକାରୀ ସହ ସମସ୍ତ ଜିଲ୍ଲା ସ୍ଥରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାରେ ଥିବା ଦୁଇ ନଦୀକୂଳରେ ଥିବା ଅଂଚଳ ସମେତ ବନ୍ୟା ଆସଙ୍କାଥିବା ଅଞ୍ଚଳର ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ସ୍ଥିର କରାଯାଇଛି । ଆଗାମୀ 19 ତାରିଖରେ GCD ହାଇସ୍କୁଲ ପଡ଼ିଆରେ ଏକ ମକଡ୍ରିଲ ଅନୁଷ୍ଠିତ ହେବ ପାଇଁ ସ୍ଥିର କରାଯାଇଛି।
Byte - Sudhakar Santa (ADM)Body:AConclusion:B
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.